or_tw/bible/names/priscilla.md

3.1 KiB
Raw Permalink Blame History

ପ୍ରୀସ୍କିଲ୍ଲା

ସତ୍ୟ ଘଟଣାବଳୀ:

ପ୍ରୀସ୍କିଲ୍ଲା ଏବଂ ତାହାଙ୍କ ସ୍ୱାମୀ ଆକ୍ୱିଲା ଯିହୁଦୀୟ ଖ୍ରୀଷ୍ଟିୟାନଥିଲେ ଓ ସେମାନେ ପ୍ରେରିତ ପାଉଲଙ୍କ ସହିତ ତାହାଙ୍କ ମିଶନାରୀ କାର୍ଯ୍ୟରେ ଏକତ୍ର ମିଶି ସେବା କରିଥିଲେ I

  • ପ୍ରୀସ୍କିଲ୍ଲା ଏବଂ ତାହାଙ୍କ ସ୍ୱାମୀ ଆକ୍ୱିଲା ରୋମ ପରିତ୍ୟାଗ କଲେ କାରଣ ସମ୍ରାଟ ଖ୍ରୀଷ୍ଟିୟାନମାନଙ୍କୁ ସେହି ସ୍ଥାନ ଛାଡି ଚାଲିଯିବାକୁ ଆଦେଶ ଦେଇଥିଲେ I
  • ପ୍ରୀସ୍କିଲ୍ଲା ଏବଂ ତାହାଙ୍କ ସ୍ୱାମୀ ଆକ୍ୱିଲାଙ୍କୁ ପାଉଲ କରିନ୍ଥରେ ସାକ୍ଷାତ କଲେ I ସେମାନେ ତମ୍ୱୁ ନିର୍ମାଣକାରୀ ଥିଲେ ଏବଂ ପାଉଲ ସେମାନଙ୍କ ସହିତ ଏହି କାର୍ଯ୍ୟରେ ଯୋଗ ଦେଲେ I
  • ଯେତେବେଳେ ପାଉଲ ସିରିଆକୁ ଯିବା ନିମନ୍ତେ କରିନ୍ଥ ପରିତ୍ୟାଗ କଲେ ପ୍ରୀସ୍କିଲ୍ଲା ଏବଂ ଆକ୍ୱିଲା ମଧ୍ୟ ତାହାଙ୍କ ସହିତ ଗଲେ I
  • ସିରିଆରୁ ସେହି ତିନି ଜଣ ଏଫିସକୁ ଗଲେ I ଯେତେବେଳେ ପାଉଲ ଏଫିସ ପରିତ୍ୟାଗ କଲେ, ପ୍ରୀସ୍କିଲ୍ଲା ଏବଂ ଆକ୍ୱିଲା ସେହି ସ୍ଥାନରେ ରହିଲେ ଏବଂ ସେଠାରେ ସୁସମାଚାରର ପ୍ରଚାର କାର୍ଯ୍ୟ ଜାରି ରଖିଲେ I
  • ସେମାନେ ଏଫିସରେ ଆପଲ୍ଲ ନାମକ ଜଣେ ବ୍ୟକ୍ତିଙ୍କୁ ଶିକ୍ଷା ଦେଲେ I ସେ ଯୀଶୁଙ୍କଠାରେ ବିଶ୍ୱାସ କଲେ ଏବଂ ସେ ଜଣେ ଅନୁଗ୍ରହପ୍ରାପ୍ତ ବକ୍ତା ଏବଂ ଶିକ୍ଷକ ଥିଲେ I

(ନାମଗୁଡ଼ିକ କିପରି ଅନୁବାଦ କରିବେ ଦେଖନ୍ତୁ)

(ବିଶ୍ୱାସ କରିବା, ଖ୍ରୀଷ୍ଟିୟାନ, କରିନ୍ଥ, ଏଫିସ, ପାଉଲ, ରୋମ, ସିରିଆ ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G42520, G42510