or_tw/bible/names/korah.md

1.7 KiB
Raw Permalink Blame History

କୋରହ, କୋରତୀୟ

ପରିଭାଷା:

ପୁରାତନ ନିୟମରେ କୋରହ ତିନି ବ୍ୟକ୍ତିଙ୍କ ନାମ ଥିଲା ।

  1. କୋରହ ଲେବୀର ବଂଶଧର ଥିଲେ ଏବଂ ସେ ତମ୍ବୁରେ ପୁରୋହିତ ଭାବରେ ସେବା କରିଥିଲେ । ସେ ମୋଶା ଏବଂ ହାରୋଣଙ୍କ ପ୍ରତି ଈର୍ଷାପରାୟଣ ହେଲେ ଏବଂ ଏକ ଦଳକୁ ସେମାନଙ୍କ ବିରୁଦ୍ଧରେ ବିଦ୍ରୋହ କାରିବକୁ ପ୍ରବର୍ତ୍ତାଇଲେ।
  2. ଏଷୌର ଗୋଟିଏ ପୁତ୍ରର ନାମ କୋରହ ଥିଲା। ସେ ତାଙ୍କ ସମ୍ପ୍ରଦାୟର ଜଣେ ନେତା ଥିଲେ ।
  3. କୋରହ ନାମକ ଜଣେ ତୃତୀୟ ବ୍ୟକ୍ତି ଯିହୂଦାର ବଂଶଧର ଭାବରେ ତାଲିକାଭୁକ୍ତ ଅଛନ୍ତି ।

(ଦେଖନ୍ତୁ: ହାରୁଣ, ଅଧିକାର, କାଲେବ, ବଂଶଧର, ଏଷୌ, ଯିହୂଦା, ଯାଜକ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H7141