or_tw/bible/names/jonathan.md

1.9 KiB
Raw Permalink Blame History

ଜନାଥନ

ତଥ୍ୟ:

ପୁରାତନ ନିୟମରେ ଜନାଥନ ଦଶଟି ବ୍ୟକ୍ତି ର ନାମ ଅଟେ I ଏହି ନାମର ଅର୍ଥ ହେଉଛି “ପରମେଶ୍ୱର ଦେଇ ଅଛନ୍ତି” I

  • ଦାଉଦ ର ସର୍ୱୋତ୍ତମ ବନ୍ଧୁ, ଜନାଥନ, ବାଇବଲରେ ଏହି ନାମ ର ଅତି ଜଣା ଶୁଣା ବ୍ୟକ୍ତି ଅଟନ୍ତି I

ଏହି ଜନାଥନ ରାଜା ଶାଉଲ ର ସବୁଠାରୁ ବଡ଼ ପୁତ୍ର ଅଟେ I

  • ଆଉ ଜନାଥନମାନ ଯାହା ବାଇବଲରେ ଅନ୍ତର୍ଭୁକ୍ତ କରାଯାଇଅଛି ସେହିମାନେ ହେଉ ଅଛନ୍ତି ଏକ ମୋଶାଙ୍କର ବଂଶଧର, ରାଜା ଦାଉଦର ଭଣଜା, ଅନେକ ଯାଜକ ସେହି ମଧ୍ୟରୁ ଅବ୍ୟଥର ମଧ୍ୟ ଆସେ ; ଏକ ପୁରାତନ ନୀୟମର ଶାସ୍ତ୍ରୀ ଯାହା ଘରେ ଭବିଷ୍ୟବକ୍ତା ଯିରିମିୟ ବନ୍ଦୀଥିଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଅବିଅଥର, ଦାଉଦ, ମୋଶା, ଯିରିମିୟ, ଯାଜକ, ଶାଉଲ, ଶାସ୍ତ୍ରୀ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3083, H3129