or_tw/bible/names/jehoiada.md

1.8 KiB
Raw Permalink Blame History

ଯିହୋଇଅଦା

ତଥ୍ୟ:

ଯିହୋଇଅଦା ଏକ ଯାଜକଥିଲେ ଯେ ରାଜା ଆହସିୟ ର ପୁତ୍ର ଯୋଆଶ କୁ ସୁରକ୍ଷାରେ ଲୁଚାଇବାରେ ସାହାଯ୍ୟ କଲେ I

  • ଯିହୋଇଅଦା ଶହ ଶହ ଅଂଗ ରକ୍ଷକ କୁ ପ୍ରସ୍ତୁତ କଲେ କି ସେମାନେ ଯୋଆଶ ର ରାଜା ଘୋଷଣା ସମୟରେ ତାହାକୁ ମନ୍ଦିରରେ ସୁରକ୍ଷା ଦିଅନ୍ତି I

ଯିହୋଇଅଦା ମିଥ୍ୟା ଦେବତା ବାଲ ର ସମସ୍ତ ବେଦୀ ରୁ ଲୋକଙ୍କୁ ଦୁରେଇ ରଖିଲେ I

  • ତାର ଜୀବନ ସାରା,ଯାଜକ ଯିହୋଇଅଦା ରାଜା ଯୋଆଶ କୁ ଉପଦେଶ ଦେଇ ସାହାଯ୍ୟ କରୁଥିଲେ କି ପରମେଶ୍ୱରଙ୍କ ଆଜ୍ଞାକାରୀ ହୁଅନ୍ତୁ ଓ ଲୋକଙ୍କୁ ବୁଦ୍ଧିମତା ର ସହିତ ଶାସନ କରନ୍ତୁ I
  • ଆଉ ଏକ ମନୁଷ୍ୟ ର ନାମ ଯିହୋଇଅଦା ସେ ବେନିଆର ପିତାଥିଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଆଜାରୀୟ, ବାଲ୍, ବେନାନୀୟ, ଯୋଆଶ୍)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3077, H3111