or_tw/bible/names/benaiah.md

1.5 KiB
Raw Permalink Blame History

ବନାୟ

ସଂଜ୍ଞା:

ବନାୟ ନାମ ପୂରାତନ ନିୟମରେ ଅନେକ ଲୋକ ଙ୍କରଥିଲା ׀

  • ଯିହୋୟାଦାର ପୁଅ ବନାୟ ଦାଉଦଙ୍କର ଜଣେ ପରାକ୍ରମୀ ବ୍ୟକ୍ତିଥିଲା ׀

ସେ ଜଣେ କୁଶଳି ଯୋଦ୍ଧାଥିଲା ଏବଂ ଦାଉଦଙ୍କ ଅଙ୍ଗ ରକ୍ଷକଥିଲା ׀

  • ଯେତେବେଳେ ଶଲୋମନ ରାଜା ହେଲେ,ବନାୟ ସେମାନଙ୍କ ଶତ୍ରୁମାନଙ୍କୁ ବଳ ପୂର୍ବକ ସାହାଯ୍ୟ କଲେ

ସେ ଶେଷରେ ଇଶ୍ରାୟେଲିୟ ସୈନ୍ୟମାନଙ୍କର ସେନାପତି ହେଲେ ׀

  • ପୂରାତନ ନୀୟମର ଅନ୍ୟ ତିନି ଜଣ ବନାୟ ହେଉଛନ୍ତି ତିନିଟି ଲେବୀୟ: ଜଣେ ଯାଜକ, ଜଣେ ସଙ୍ଗିତଜ୍ଞ ଏବଂ ଅନ୍ୟ ଜଣେ ଆସଫର ବଂଶଧର ׀

(ଦେଖନ୍ତୁ: ଆସଫ, ଯିହୋୟାଦା, ଲେବୀୟ, ଶଲୋମନ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H1141