or_tw/bible/names/asaph.md

2.6 KiB
Raw Permalink Blame History

ଆସାଫ

ତଥ୍ୟମାନ:

ଆସାଫ ଜଣେ ଲେବୀୟ ଯାଜକ ଏବଂ ଦାନପ୍ରାପ୍ତ ସଙ୍ଗୀତଜ୍ଞଥିଲେ ଯେ ଦାଉଦଙ୍କ ଗୀତସଂହିତା ନିମନ୍ତେ ଗୀତ ରଚନା କରିଥିଲେ I ସେ ମଧ୍ୟ ନିଜର ଗୀତସଂହିତା ଲେଖିଲେ I

  • ତିନିଜଣ ସଙ୍ଗୀତଜ୍ଞ ମଧ୍ୟରେ ଜଣେ ହେବା ନିମନ୍ତେ ଆସାଫ ଦାଉଦ ରାଜାଙ୍କ ଦ୍ୱାରା ନିଯୁକ୍ତି ହୋଇଥିଲେ, ଯେଉଁମାନେ ମନ୍ଦିରରେ ଆରାଧନା ନିମନ୍ତେ ଆବଶ୍ୟକ ସଙ୍ଗୀତ ଯୋଗାଇବାର ଦାୟିତ୍ତ୍ୱରେଥିଲେ I

ଏହି ଗୀତ ଗୁଡ଼ିକ ମଧ୍ୟରୁ କେତେକ ଗୀତ ଭବିଷ୍ୟତବାଣୀ ମଧ୍ୟଥିଲା I

  • ଆସାଫ ତାଙ୍କ ପୁତ୍ରଗଣକୁ ତାଲିମ ଦେଲେ ଏବଂ ସେମାନେ, ବାଦ୍ୟଯନ୍ତ୍ର ବଜାଇବାର ଏବଂ ମନ୍ଦିରରେ ଭବିଷ୍ୟତବାଣୀ କରିବାର ଦାୟିତ୍ତ୍ୱକୁ ବହନ କଲେ I
  • ଲ୍ୟୁଟ୍, ହାର୍ପ୍, ତୂରୀ, ଗିନିମାନ ବାଦ୍ୟଯନ୍ତ୍ରର ସମଷ୍ଟିଥିଲା I
  • ଗୀତସଂହିତା ୫୦ ଏବଂ ୭୩-୮୩ ଆସାଫରଙ୍କ ଦ୍ୱାରା କୁହାଯାଇଅଛି I

ଏହା ହୋଇପାରେ ଯେ ଗୀତସଂହିତାର କିଛି ଅଂଶ ତାଙ୍କ ପରିବାରର ସଦସ୍ୟମାନଙ୍କ ଦ୍ୱାରା ଲେଖା ହୋଇଅଛି I

(ଅନୁବାଦର ପ୍ରସ୍ତାବିତ ବିଷୟମାନ: ନାମର ଅନୁବାଦ)

(ମଧ୍ୟ ଦେଖିପାରିବା: ବଂଶଗତ, ହାର୍ପ, ଲ୍ୟୁଟ୍, ଭବିଷ୍ୟତବକ୍ତା, ଗୀତସଂହିତା, ତୂରୀ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H623