or_tw/bible/other/harp.md

2.0 KiB

ବିଣା, ବିଣାମାନ, ବିଣା ବାଦକ, ବିଣା ବାଦକମାନ

ସଂଜ୍ଞା:

ଏକ ବିଣା ତାର ବାଦ୍ୟ ଯନ୍ତ୍ର ଅଟେ ଯାହା ସାଧାରଣତଃ ଏକ ବଡ଼ ଖୋଲା କାଠର ଗଢ଼ଣରେ ସିଧା ତାର ସହିତ ସଂଯୁକ୍ତ ଅଟେ I

  • ବାଇବଲ ସମୟରେ, ଝାଉଁ ଜାତିର ଗଛର କାଠରେ ବିଣା ଓ ଅନ୍ୟ ବାଦ୍ୟଯନ୍ତ୍ର ନିର୍ମିତ ହେଉଥିଲା I

ବିଣାମାନ ଅନେକ ସମୟରେ ହାତରେ ଧରି ବୁଲି ବୁଲି ବଜାୟାଯାଏ I

  • ବାଇବଲର ଅନେକ ସ୍ଥାନରେ, ବିଣା ଏକ ବାଦ୍ୟ ଯନ୍ତ୍ର ରୂପରେ ପରମେଶ୍ୱରଙ୍କ ସ୍ତୁତି ମହିମା ନିମନ୍ତେ ବ୍ୟବହାର କରାଯାଉଥିଲା I
  • ଦାଉଦ ଅନେକ ଭଜନ ଲେଖିଥିଲେ ଯାହା ବିଣା ର ସଂଗୀତ ଧ୍ୱନି ସହିତ ଲେଖା ଯାଇଥିଲା I
  • ସେ ରାଜା ସାଉଲ ନିମନ୍ତେ ମଧ୍ୟ ବିଣା ବଜାଉଥିଲେ, ଯା ଦ୍ୱାରା ରାଜା ସାଉଲର ମନ୍ଦ ଆତ୍ମା ତାହାଠାରୁ ଚାଲି ଯାଉଥିଲା I

(ଆହୁରି ଦେଖନ୍ତୁ: ଦାଉଦ, ଝାଉଁ ଗଚ୍ଛ, ଭଜନ, ସାଉଲ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3658, H5035, H5059, H7030, G2788, G2789, G2790