or_tw/bible/names/habakkuk.md

1.8 KiB
Raw Permalink Blame History

ହବକୁକ୍୍

ତଥ୍ୟ

ହବକୁକ୍ ଏକ ପୁରାତନ ନୀୟମର ଭବିଷ୍ୟତବକ୍ତା ଅଟନ୍ତି ଯେ ଯିହୁଦାର ରାଜା ଯିହୋୟାକୀମ ରାଜତ୍ୱ ସମୟରେ ଜୀବନଯାପନ କରୁଥିଲେ I ଭବିଷ୍ୟବକ୍ତା ଯିରିମିୟ ମଧ୍ୟ ଏହି ସମୟରେ ବଂଚିଥିଲେ I

  • ଏହି ଭବିଷ୍ୟବକ୍ତା ହବକୁକ୍ ପୁସ୍ତକ କୁ ଖ୍ରୀଷ୍ଟ ପୂର୍ବ ୬୦୦ରେ ଲେଖିଥିଲେ ଯେତେବେଳେ ବାବିଲୋନୀୟମାନେ ଯିରୁଶାଲମ କୁ ନିଜ ଅଧିକାରରେ ନେଲେ ଓ ଯିହୁଦାର ବହୁ ଲୋକଙ୍କୁ ବନ୍ଦୀ କରି ନେଇ ଗଲେ I
  • ସଦାପ୍ରଭୁ ହବକୁକ୍୍ କୁ “କଲଦୀୟଙ୍କ”(ବାବିଲନୀୟ) ବିଷୟରେ ଭବିଷ୍ୟବାଣୀ ଦେଲେ ଯେ ସେମାନେ ଆସନ୍ତୁ ଓ ଯିହୁଦା ଉପରେ ରାଜତ୍ୱ କରନ୍ତୁ I
  • ହବକୁକ୍୍ ର ପ୍ରସିଦ୍ଧ କଥନ ହେଉଛି: “ଧର୍ମୀ ଜଣ ଆପଣା ବିଶ୍ୱାସରେ ଜୀବିତ ରହିବ “I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ବାବିଲୋନ, ଯିହୋୟାକୀମ, ଯିରିମିୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2265