or_tw/bible/names/habakkuk.md

23 lines
1.8 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ହବକୁକ୍୍
## ତଥ୍ୟ
ହବକୁକ୍ ଏକ ପୁରାତନ ନୀୟମର ଭବିଷ୍ୟତବକ୍ତା ଅଟନ୍ତି ଯେ ଯିହୁଦାର ରାଜା ଯିହୋୟାକୀମ ରାଜତ୍ୱ ସମୟରେ ଜୀବନଯାପନ କରୁଥିଲେ I
ଭବିଷ୍ୟବକ୍ତା ଯିରିମିୟ ମଧ୍ୟ ଏହି ସମୟରେ ବଂଚିଥିଲେ I
* ଏହି ଭବିଷ୍ୟବକ୍ତା ହବକୁକ୍ ପୁସ୍ତକ କୁ ଖ୍ରୀଷ୍ଟ ପୂର୍ବ ୬୦୦ରେ ଲେଖିଥିଲେ ଯେତେବେଳେ ବାବିଲୋନୀୟମାନେ ଯିରୁଶାଲମ କୁ ନିଜ ଅଧିକାରରେ ନେଲେ ଓ ଯିହୁଦାର ବହୁ ଲୋକଙ୍କୁ ବନ୍ଦୀ କରି ନେଇ ଗଲେ I
* ସଦାପ୍ରଭୁ ହବକୁକ୍୍ କୁ “କଲଦୀୟଙ୍କ”(ବାବିଲନୀୟ) ବିଷୟରେ ଭବିଷ୍ୟବାଣୀ ଦେଲେ ଯେ ସେମାନେ ଆସନ୍ତୁ ଓ ଯିହୁଦା ଉପରେ ରାଜତ୍ୱ କରନ୍ତୁ I
* ହବକୁକ୍୍ ର ପ୍ରସିଦ୍ଧ କଥନ ହେଉଛି: “ଧର୍ମୀ ଜଣ ଆପଣା ବିଶ୍ୱାସରେ ଜୀବିତ ରହିବ “I
(ଅନୁବାଦ ପ୍ରସ୍ତାବ: [ନାମ କିପରି ଅନୁବାଦ କରାଯାଏ](rc://*/ta/man/translate/translate-names))
(ଆହୁରି ଦେଖନ୍ତୁ: [ବାବିଲୋନ](../names/babylon.md), [ଯିହୋୟାକୀମ](../names/jehoiakim.md), [ଯିରିମିୟ](../names/jeremiah.md))
## ବାଇବଲ ପଦପର୍ବ:
* [ହବକୁକ୍୍ ୦୧:୧-](rc://*/tn/help/hab/01/01)
## ବୋର୍ଡ ଡାଟା :
* Strong's: H2265