or_tw/bible/names/gilgal.md

2.5 KiB
Raw Permalink Blame History

ଗିଲଗଲ

ତଥ୍ୟ:

ଗିଲଗଲ ଏକ ସହର ଯାହା ଯିରିହୋୋର ଉତ୍ତରରେ ଅବସ୍ତିତ ଅଟେ ଓ ଏହା ପ୍ରଥମ ସ୍ଥାନ ଅଟେ ଯେଉଁଠାରେ ଯର୍ଦନ ନଦୀ ପାର ହେବା ପରେ ଓ କିଣାନରେ ପ୍ରବେଶ କରିବା ପୂର୍ବରୁ ଛାଉଣୀ ଢାଳିଥିଲେ I

  • ଗିଲଗଲରେ ଯିହୋଶୁୟବାର ପଥର ନଦୀ ମଧ୍ୟରୁ ଉଠାଇ ନେଇଥିଲେ ଯେତେବେଳେ ସେମାନେ ଯର୍ଦନ ନଦୀ ପାର ହେଲେ I
  • ଗିଲଗଲ ସେହି ସହର ଯେଉଁଠାରୁ ଏଲୀୟ ଏବଂ ଏଲିଶା ପ୍ରତ୍ୟାବର୍ତ୍ତନ କରୁଥିଲେ ଯେପରି ସେମାନେ ଯର୍ଦନ ନଦୀ ପାର ହେଲେ, ଯେତେବେଳେ ଏଲୀୟଙ୍କୁ ସ୍ୱର୍ଗକୁ ଉଠାଗଲା I
  • ପୁରାତନ ନିୟମରେ ଆଉ ଅନେକ ସ୍ଥାନଥିଲା ଯାହାକୁ ଗିଲଗଲ୍ କୁହାଯାଉଥିଲା I
  • “ଗିଲଗଲ” ଶବ୍ଦର ଅର୍ଥ ହେଉଛି “ପଥରର ପରିଧି “ହୋଇପାରେ ଏକ ସ୍ଥାନ କୁ ଦର୍ଶାଉ ଥିବ ଯାହା ଏକ ଗୋଲାକାର ବେଦୀ ନିର୍ମିତ ହୋଇଥିଲା I
  • ପୁରାତନ ନିୟମରେ, ଏହି ନାମ ଅନେକ ସମୟରେ “ଗିଲଗଲ ହିଁ “ରୂପରେ ଦେଖାଯାଏ I

ଏହା ଦର୍ଶାଏ ଯେ ଏହା ଏକ ନିର୍ଦ୍ଧିଷ୍ଟ ସ୍ଥାନର ନାମ ନୁହଁ କିନ୍ତୁ ଏକ ପ୍ରକାର ସ୍ଥାନ ର ବ୍ୟାଖ୍ୟା ଅଟେ I

(ଅନୁବାଦ ପ୍ରସ୍ତାବ: ନାମ ଅନୁବାଦ)

(ଆହୁରି ଦେଖନ୍ତୁ: ଏଲୀୟ, ଯିରିହୋ, ଯର୍ଦନ ନଦୀ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1537