or_tw/bible/names/gilead.md

1.8 KiB
Raw Permalink Blame History

ଗିଲିୟଦ, ଗିଲିୟଦୀୟ, ଗିଲିୟାଦିୟମାନେ

ସଂଜ୍ଞା:

ଗିଲିୟଦ ଯର୍ଦନ ନଦୀର ପୂର୍ବରେ ଅବସ୍ଥିତ ଏକ ପର୍ବତମାଳା ଅଞ୍ଚଳ ଯାହା ଇସ୍ରାଏଲ ଜାତିର ଗାଦ, ରୁବେନ, ଓ ମନଶିଃ ଜାତି ରହୁଥିଲେ I

  • ଏହି ଅଞ୍ଚଳ କୁ “ଗିଲିୟଦ ର ପାର୍ୱତ୍ୟ ଅଞ୍ଚଳ “କିଅବା “ଗିଲିୟଦ ପର୍ବତ” କୁହାଯାଏ I
  • “ଗିଲିୟଦ” ନାମ ପୁରାତନ ନିୟମରେ ଅନେକ ଲୋକ ର ନାମ ଅଛି I

ଜଣେ ମନୁଷ୍ୟ ର ନାମ ମନଶିଃ ର ନାତିଥିଲା I ଆଉ ଏକ ଗିଲିୟଦ ଜେଫତର ପିତାଥିଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଇପାରେ)

(ଆହୁରି ଦେଖନ୍ତୁ: ଗାଦ, ଜେଫତହ, ମନଶିଃ, ରୁବେନ, ଇସ୍ରାଏଲ ଜାତି)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1568, H1569