or_tw/bible/names/jephthah.md

1.8 KiB
Raw Permalink Blame History

ଜିଫ୍ତହ

ତଥ୍ୟ:

ଜିଫ୍ତ ହ ଗିଲିଆଦର ଏକ ଯୋଦ୍ଧାଥିଲା ଯେ ଇସ୍ରାଏଲ ଉପରେ ବିଚାରପତି ରୂପରେ ସେବା କରୁଥିଲେ I

  • ଏବ୍ରୀ ୧୧:୩୨ରେ, ଜିଫ୍ତହ ଏକ ମହତ୍‌ୱପୂର୍ଣ୍ଣ ନେତା ରୂପରେ ପ୍ରସଂସିତ ହେଲେ ଯେ ନିଜର ଲୋକ ସମୁହ କୁ ଶତ୍ରୁ ହସ୍ତରୁ ଉଦ୍ଧାର କଲେ I
  • ଯେ ଇସ୍ରାଏଲକୁ ଆମନୀୟ ହାତରୁ ରକ୍ଷା କଲେ ଓ ଏଫରିମିୟ କୁ ହରାଇବାକୁ ନିଜ ଲୋକଙ୍କ ନେତୃତ୍ୱ କରିଥିଲେ I
  • ଯାହା ଭି ହେଉ, ଜିଫ୍ତହ ଏକ ମୁର୍ଖାମୀ ଓ ଖରାପମାନତ ମନାସିଲେ ଯାହା ତାର କନ୍ୟା କୁ ବଳି ଉତ୍ସର୍ଗ କରିବାକୁ ପଡ଼ିଲା I

(ଅନୁବାଦ ପ୍ରସ୍ତାବ: ନାମେ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଆମ୍ମୋନ, ଉଦ୍ଧାର, ଇଫରାଇମ, ବିଚାରପତି, ମାନତ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3316