or_tw/bible/names/ephrathah.md

1.9 KiB

ଇଫ୍ରାଥ, ଇଫ୍ରାଥା

ସତ୍ୟ ଘଟଣାବଳି:

“ଇଫ୍ରାଥ’ ଏବଂ “ଇଫ୍ରାଥା” ଶବ୍ଦଗୁଡ଼ିକ ବୋଧହୁଏ “ଇଫ୍ରୟିମ” ନାମରୁ ଆସିଅଛି ଯିଏ ଯୋଷେଫଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣେ ଥିଲେ ଏବଂ ଇସ୍ରାଏଲର ବାରଗୋଷ୍ଠୀର ପିତୃପୁରୁଷ ମଧ୍ୟ ଥିଲେ I ବିଭିନ୍ନ

  • “ଇଫ୍ରାଥା” ଏକ ଅଞ୍ଚଳର ନାମ ଅଟେ ଯେଉଁଠାରେ ରାହେଲ ମୃତ୍ୟୁବରଣ କରିଥିଲେ ଏହା ବେଥେଲ୍‍ ନଗର ନିକଟବର୍ତ୍ତୀ ଥିଲାI
  • ପୁରାତନ ନିୟମରେ  “ଇଫ୍ରାଥା” ନାମରେ ଜଣେ ମହିଳା ଥିଲେ, ଯିଏ କାଲେବଙ୍କର ସ୍ତ୍ରୀ ଥିଲେI
  • ବେଥଲିହିମର ଉଭୟ କିରୀୟଥ୍‍-ଯିୟାରୀମ୍‍ ନଗରଗୁଡ଼ିକୁ “ଇଫ୍ରାଥ” କୁହାଯାଏ ଯଦିଓ ଏହି ନଗରଗୁଡ଼ିକ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଅବସ୍ଥିତ ଅଟେ ଯେପରି ଉପରେ ବର୍ଣିତ (ବେଥେଲ୍‍ ନଗର ନିକଟବର୍ତ୍ତୀ) I

(ଅନୁବାଦ ପ୍ରସ୍ତାବଗୁଡ଼ିକ:ନାମଗୁଡ଼ିକୁ କିପରି ଅନୁବାଦ କରାଯିବ)

(ବେଥଲିହିମ, ବୋୟଜ, କାଲେବ,,ଦାଉଦ, ଇସ୍ରାଏଲ ମଧ୍ୟ ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strong's: H672, H673