or_tw/bible/names/boaz.md

2.0 KiB
Raw Permalink Blame History

ବୋୟଜ

ସତ୍ୟ ଘଟଣାବଳୀ:

ବୋୟଜ ଜଣେ ଇସ୍ରାଏଲୀୟ ବ୍ୟକ୍ତି ଥିଲେ ଯେତେବେଳେ ଇସ୍ରାଏଲରେ ବିଚାରକର୍ତ୍ତାମାନେ ଶାସନ କରୁଥିଲେ ସେତେବେଳେ ସେ ସେଠାରେ ବାସ କରୁଥିଲେ। ସେ ରୂତ ନାମକ ଜଣେ ମୋୟାବୀୟ ମହିଳାଙ୍କୁ ବିବାହ କଲେ ଏବଂ ରାଜା ଦାଉଦଙ୍କ ପିତାମହା ତଥା ଯୀଶୁ ଖ୍ରୀଷ୍ଟଙ୍କର ପୂର୍ବଜ ହେଲେ ׀

  • ସେ ଜଣେ ଇସ୍ରାଏଲୀୟ ସ୍ତ୍ରୀ ନୟମୀର ସମ୍ପର୍କିୟ ଥିଲେ ଯିଏକି ମୋୟାବ ଦେଶରେ ବାସ କରୁଥିଲେ ଏବଂ ତାହାର ସ୍ୱାମୀ ଏବଂ ପୁତ୍ରମାନଙ୍କ ମୃତ୍ୟୁପରେ ସେ ଇସ୍ରାଏଲକୁ ଫେରି ଆସିଥିଲେ ׀
  • “ବୋୟଜ” ନୟମୀର ବିଧବା ପୁତ୍ରବଧୂକୁ ବିବାହ କରି ତାହାକୁ ମୁକ୍ତ କଲେ ଏବଂ ତାହାକୁ ସନ୍ତାନ ଦେଇ ତାହାର ଭବିଷ୍ୟତ ଉଜ୍ଜଳ କଲେ ׀

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ମୋୟାବଉଦ୍ଧାରରୂତ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: H1162