or_tw/bible/names/engedi.md

1.7 KiB
Raw Permalink Blame History

ଐନ୍-ଗଦୀ

ପରିଭାଷା:

ଐନ୍-ଗଦୀ ଯିହୁଦାର ପ୍ରାନ୍ତରର ଦକ୍ଷିଣପୂର୍ବ ଯିରୁଶାଲମର ଏକ ସହର୍ଥିଲା I

  • ଐନ୍-ଗଦୀ ସୂଫସାଗରର ପଶ୍ଚିମ ତଟରେ ଅବସ୍ଥିତଥିଲା I
  • ଏହି ନମର ଏକ ଅଂଶର ଅର୍ଥ “ନିର୍ଝର” ଯାହା ଝରଣା ଜଳ ସହରୁ ନିର୍ଗତ ହୋଇ ସମୁଦ୍ର ଆଡକୁ ପ୍ରବାହିତ ହେଉଥିବା ଜଳକୁ ବୁଝାଏ I
  • ଐନ୍-ଗଦୀରେ ସୁନ୍ଦର ବଗିଚାଥିଲା ଏବଂ ଏହାର ମାଟି ଉର୍ବରଥିଲା ହୁଏତ ଝରଣାର ପାଣି ପ୍ରବାହିତ ହୋଇ ଏପରିଥିଲା I
  • ଏଠାରେ ଅନେକ ନିରାପଦ ଆଶ୍ରୟସ୍ଥଳଥିଲା ଯେଉଁଠାରେ ଦାଉଦ ପଳାୟନ କରିଥିଲେ ଯେତେବେଳେ ଶାଉଲ ରାଜା ତାଙ୍କ ଜୀବନ ନେବା ପାଇଁ ଚେଷ୍ଟା କରୁଥିଲେ I

(ମଧ୍ୟ ଦେଖନ୍ତୁ:ଦାଉଦ,ପ୍ରାନ୍ତର.ଝରଣା,ଯିହୁଦା,ବିଶ୍ରାମ,ସୂଫସାଗର, ଶାଉଲ,ଆଶ୍ରୟସ୍ଥଳ,ବଗିଚା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H5872