or_tw/bible/other/stronghold.md

4.1 KiB
Raw Permalink Blame History

ଦୃଢ଼ଗଡ, ଦୃଢଗଡ ଗୁଡିକ, ଦୁର୍ଗ, ଦୁର୍ଗ ଗୁଡିକ, କିଲା,କିଲା ଗୁଡିକ

ସଂଜ୍ଞା:

“ଦୃଢ ଗଡ” ଏବଂ “କିଲା” ଶବ୍ଦ ଗୁଡିକ ଉଭୟ ଏକ ସ୍ଥାନ ଯାହା ଶତୃମାନଙ୍କ ଆକ୍ରମଣଠାରୁ ଉତ୍ତମ ଭାବରେ ସୁରକ୍ଷିତ ସ୍ଥାନ କୁ ବୁଝାଏ “ଦୁର୍ଗ ” ଏକ ସହର କିମ୍ୱା ଅନ୍ୟ ସ୍ଥାନ ଅଟେ ଯେଉଁଠାରେ ଆକ୍ରମଣ ରୁ ରକ୍ଷା ପାଇବା ନିମନ୍ତେ ସ୍ଥାନ ଥିବ

  • ସବୁବେଳେ ମନୁଷ୍ୟ ଦ୍ୱାରା ନିର୍ମିତ ଦୃଢ ଗଡ ଏବଂ ଦୁର୍ଗ ସୁରକ୍ଷିତ କାନ୍ଥ ଥିବ

ସେଗୁଡିକରେ ଅବରୋଧ କରିବା ନିମନ୍ତେ ସୁରକ୍ଷିତ ବସ୍ତୁ ଯଥା ପଥର ଗଡ କିମ୍ୱା ଉଚ୍ଚା ପର୍ବତରେ ରହିବା ପାଇଁ ଗୁମ୍ଫା ବା ସ୍ଥାନ ଥାଏ

  • ଲୋକମାନେ କିଲା ଦୃଢ ଗଡ ତିଆରି କରନ୍ତି ମୋଟା କାନ୍ଥ କିମ୍ୱା ସେହିପରି କୌଣସି ବସ୍ତୁ ଯାହା ଶତୃମାନଙ୍କୁ ଭାଙ୍ଗିବାକୁ କଷ୍ଟ ହେବ
  • “ଦୃଢ ଗଡ” କିମ୍ୱା “କିଲା” ଅନୁବାଦ କରିହେବ କଥା “ନିସନ୍ଦେହ ସୁରକ୍ଷିତ ସ୍ଥାନ” କିମ୍ୱା “ଶକ୍ତ ନିର୍ମିତ ସହର”
  • “ଦୁର୍ଗୀକରଣ ସହର” ଅନୁବାଦ ହେବ ଯଥା “ସୁରକ୍ଷିତ ଭାବେ ରକ୍ଷା ପାଇବା ସହର” କିମ୍ୱା “ଶକ୍ତ ହୋଇ ନିର୍ମିତ ସହର”
  • ଉପମା ମାଧ୍ୟମରେ ଏହି ବାକ୍ୟ ବ୍ୟବହାର ହୁଏ ବର୍ଣ୍ଣନା କରିବା ପାଇଁ ଯେ ଯେଉଁମାନେ ପରମେଶ୍ୱରଙ୍କୁ ଭରଷା କାରଣଟି ସେହିମାନଙ୍କ ପାଇଁ ପରମେଶ୍ୱର ହେଉଛନ୍ତି ଦୃଢ ଗଡ କିମ୍ୱା ଦୁର୍ଗ

(ଦେଖ: ଉପମା)

  • ଆଉ ଗୋଟିଏ ଉପମା ର ଅର୍ଥ “ଦୃଢ ଗଡ” କୌଣସି ବା କାହାକୁ ସୁରକ୍ଷା ପାଇଁ ଭୁଲ୍ ଭାବରେ ଭରଷା କରିବା କୁ ବୁଝାଏ ଯେପରି ଅସତ୍ୟ ଭଗବାନ କିମ୍ୱା ଅନ୍ୟ ବିଷୟ ଯେଉଁଠି ଯୋହାବା ଙ୍କ ପରିବର୍ତ୍ତେ ସେମାନଙ୍କର ଉପାସନା ହେଉଛି
  • ଏହାକୁ ଅନୁବାଦ କରିବ ଯେ “ମିଥ୍ୟା ଦୃଢ ଗଡ”
  • ଏହି ଶବ୍ଦ ମଧ୍ୟ ଅନ୍ୟାଭାବେ ଅନୁବାଦ ହେବ ଯଥା “ଶରଣାର୍ଥୀ” ଯାହା ଦୁର୍ଗ ଚିନ୍ତାଧାରାଠାରୁ ଆହୁରି ଅଧିକ ନିରାପତ୍ତା କୁ ଗୁରୁତ୍ୱାରୋପ କରେ

(ଦେଖ: ମିଥ୍ୟା ଦେବା ଦେବୀ, ମିଥ୍ୟା ଭଗବାନ, ଶରଣାର୍ଥୀ, ଯୋହୋବା)

ବାଇବଲ ପୃଷ୍ଠଭୂମି:

ବୋର୍ଡ ଡାଟା :

  • Strong's: H490, H553, H759, H1001, H1002, H1003, H1219, H1225, H2388, H4013, H4026, H4581, H4526, H4679, H4685, H4686, H4692, H4693, H4694, H4869, H5794, H5797, H5800, H6438, H6696, H6877, H7682, G3794, G3925