or_tw/bible/other/stronghold.md

36 lines
4.1 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଦୃଢ଼ଗଡ, ଦୃଢଗଡ ଗୁଡିକ, ଦୁର୍ଗ, ଦୁର୍ଗ ଗୁଡିକ, କିଲା,କିଲା ଗୁଡିକ
## ସଂଜ୍ଞା:
“ଦୃଢ ଗଡ” ଏବଂ “କିଲା” ଶବ୍ଦ ଗୁଡିକ ଉଭୟ ଏକ ସ୍ଥାନ ଯାହା ଶତୃମାନଙ୍କ ଆକ୍ରମଣଠାରୁ ଉତ୍ତମ ଭାବରେ ସୁରକ୍ଷିତ ସ୍ଥାନ କୁ ବୁଝାଏ
“ଦୁର୍ଗ ” ଏକ ସହର କିମ୍ୱା ଅନ୍ୟ ସ୍ଥାନ ଅଟେ ଯେଉଁଠାରେ ଆକ୍ରମଣ ରୁ ରକ୍ଷା ପାଇବା ନିମନ୍ତେ ସ୍ଥାନ ଥିବ
* ସବୁବେଳେ ମନୁଷ୍ୟ ଦ୍ୱାରା ନିର୍ମିତ ଦୃଢ ଗଡ ଏବଂ ଦୁର୍ଗ ସୁରକ୍ଷିତ କାନ୍ଥ ଥିବ
ସେଗୁଡିକରେ ଅବରୋଧ କରିବା ନିମନ୍ତେ ସୁରକ୍ଷିତ ବସ୍ତୁ ଯଥା ପଥର ଗଡ କିମ୍ୱା ଉଚ୍ଚା ପର୍ବତରେ ରହିବା ପାଇଁ ଗୁମ୍ଫା ବା ସ୍ଥାନ ଥାଏ
* ଲୋକମାନେ କିଲା ଦୃଢ ଗଡ ତିଆରି କରନ୍ତି ମୋଟା କାନ୍ଥ କିମ୍ୱା ସେହିପରି କୌଣସି ବସ୍ତୁ ଯାହା ଶତୃମାନଙ୍କୁ ଭାଙ୍ଗିବାକୁ କଷ୍ଟ ହେବ
* “ଦୃଢ ଗଡ” କିମ୍ୱା “କିଲା” ଅନୁବାଦ କରିହେବ କଥା “ନିସନ୍ଦେହ ସୁରକ୍ଷିତ ସ୍ଥାନ” କିମ୍ୱା “ଶକ୍ତ ନିର୍ମିତ ସହର”
* “ଦୁର୍ଗୀକରଣ ସହର” ଅନୁବାଦ ହେବ ଯଥା “ସୁରକ୍ଷିତ ଭାବେ ରକ୍ଷା ପାଇବା ସହର” କିମ୍ୱା “ଶକ୍ତ ହୋଇ ନିର୍ମିତ ସହର”
* ଉପମା ମାଧ୍ୟମରେ ଏହି ବାକ୍ୟ ବ୍ୟବହାର ହୁଏ ବର୍ଣ୍ଣନା କରିବା ପାଇଁ ଯେ ଯେଉଁମାନେ ପରମେଶ୍ୱରଙ୍କୁ ଭରଷା କାରଣଟି ସେହିମାନଙ୍କ ପାଇଁ ପରମେଶ୍ୱର ହେଉଛନ୍ତି ଦୃଢ ଗଡ କିମ୍ୱା ଦୁର୍ଗ
(ଦେଖ: [ଉପମା](rc://*/ta/man/translate/figs-metaphor))
* ଆଉ ଗୋଟିଏ ଉପମା ର ଅର୍ଥ “ଦୃଢ ଗଡ” କୌଣସି ବା କାହାକୁ ସୁରକ୍ଷା ପାଇଁ ଭୁଲ୍ ଭାବରେ ଭରଷା କରିବା କୁ ବୁଝାଏ ଯେପରି ଅସତ୍ୟ ଭଗବାନ କିମ୍ୱା ଅନ୍ୟ ବିଷୟ ଯେଉଁଠି ଯୋହାବା ଙ୍କ ପରିବର୍ତ୍ତେ ସେମାନଙ୍କର ଉପାସନା ହେଉଛି
* ଏହାକୁ ଅନୁବାଦ କରିବ ଯେ “ମିଥ୍ୟା ଦୃଢ ଗଡ”
* ଏହି ଶବ୍ଦ ମଧ୍ୟ ଅନ୍ୟାଭାବେ ଅନୁବାଦ ହେବ ଯଥା “ଶରଣାର୍ଥୀ” ଯାହା ଦୁର୍ଗ ଚିନ୍ତାଧାରାଠାରୁ ଆହୁରି ଅଧିକ ନିରାପତ୍ତା କୁ ଗୁରୁତ୍ୱାରୋପ କରେ
(ଦେଖ: [ମିଥ୍ୟା ଦେବା ଦେବୀ](../kt/falsegod.md), [ମିଥ୍ୟା ଭଗବାନ](../kt/falsegod.md), [ଶରଣାର୍ଥୀ](../other/refuge.md), [ଯୋହୋବା](../kt/yahweh.md))
## ବାଇବଲ ପୃଷ୍ଠଭୂମି:
* [ କରନ୍ଥିୟ ୧୦:୩-୪](rc://*/tn/help/2co/10/03)
* [ ରାଜାବଳି ୦୮:୧୦-୧୨](rc://*/tn/help/2ki/08/10)
* [ ଶାମୁଏଲ ୦୫:୮-୧୦](rc://*/tn/help/2sa/05/08)
* [ପ୍ରେରିତ ୨୧:୩୪-୩୬](rc://*/tn/help/act/21/34)
* [ହବକକୁକ ୦୧:୧୦-୧୧](rc://*/tn/help/hab/01/10)
## ବୋର୍ଡ ଡାଟା :
* Strong's: H490, H553, H759, H1001, H1002, H1003, H1219, H1225, H2388, H4013, H4026, H4581, H4526, H4679, H4685, H4686, H4692, H4693, H4694, H4869, H5794, H5797, H5800, H6438, H6696, H6877, H7682, G3794, G3925