or_tw/bible/names/bashan.md

2.0 KiB
Raw Permalink Blame History

ବାଶନ

ଘଟଣାବଳି:

ବାଶନ ହେଉଛି ଗୋଟିଏ ଭୂମି ଯାହା କି ଗାଲୀଲି ର ସମୁଦ୍ର ର ପୂର୍ବରେଥିଲା ׀ ଏହା ବର୍ତ୍ତମାନ ର ସିରିୟା ର କିଛି ଅଂଶ ଓ ଗୋଲାନ ଉଚ଼୍ଚ ଅଂଶରେ ଆବୃତଥିଲା ׀

  • ପୂରାତନ ନୀୟମର ଗୋଟିଏ ଶରଣାଗତ ସହର "ଗୋଲାନ" ବାଶନ ଅଞ୍ଚଳରେ ସ୍ଥାନିତଥିଲା ׀
  • ବାଶନ ଅଞ୍ଚଳଟି ଓକ ଗଛ ଓ ତୃଣମୟ ଭୂମିର ଗୋଟିଏ ଉର୍ବର ଭୂମି ନିମନ୍ତେ ଜଣାଶୁଣାଥିଲା
  • ଆଦିପୁସ୍ତକ 14ରେ ଲିପିବଦ୍ଧ ହୋଇଛି ଯେ ବାଶନ ହେଉଛି ଅନେକ ରାଜା ଓ ଦେଶମାନଙ୍କ ର ଯୁଦ୍ଧସ୍ଥଳଥିଲା ׀
  • ଇସ୍ରାଏଲୀୟମାନେ ମିସରରୁ ବାହାର ହୋଇ ପ୍ରାନ୍ତରରେ ଯାତ୍ରା କରିବା ସମୟରେ ସେମାନେ ବାଶନର କିଛି ଅଂଶକୁ ଦଖଲ କରିଥିଲେ ׀
  • କିଛି ବର୍ଷ ପରେ ଶଲେମନ ରାଜା, ସେହି ଅଞ୍ଚଳକୁ ପ୍ରାପ୍ତ ହେଲେ ׀

ଅନୁବାଦର ପ୍ରସ୍ତାବ

ନାମ ଗୁଡ଼ିକର କିପରି ଅନୁବାଦ ହେବ

(ଦେଖନ୍ତୁ: ମିସର, ଓକ, ଗାଲୀଲିର ସମୁଦ୍ର, ସିରିୟା)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H1316