or_tw/bible/other/oak.md

2.5 KiB

ଅଲୋନ, ଅଲୋନ ବୃକ୍ଷ

ସଂଜ୍ଞା:

ଗୋଟିଏ ଅଲୋନ କିମ୍ୱା ଅଲୋନ ବୃକ୍ଷ, ଲମ୍ବା ସହିତ ବିଶାଳ ଗଣ୍ଡୀ ଏବଂ ଚାରିପାଖ ଶାଖା ପ୍ରଶାଖା ମେଲି ଚାଇ ଯୋଗାଏ

  • ଅଲୋନ ବୃକ୍ଷ ବହୁତ ଶକ୍ତ, କଠିନ କାଷ୍ଠ ଯାହା ଜାହାଜ ତିଆରି ଏବଂ କୃଷି ଉପକରଣମାନ ତିଆରି ସହିତ ବଳଦ ବେକରେ ଜୁଆଳି ଓ ଚାଲିବା ନିମନ୍ତେ ବାଡି ତିଆରି କରାଯାଏ
  • ଅଲୋନ ବୃକ୍ଷର ଫଳ କୁ ବାଜାମ କୁହାଯାଏ
  • କିଛି ଅଲୋନ ବୃକ୍ଷର ଗଣ୍ଡୀ ୬ ମିଟର ଓସାର ହୋଇଥାଏ
  • ଉପମା ବ୍ୟବହାରରେ ଅଲୋନ ବୃକ୍ଷ ଦୀର୍ଘଜୀବୀ ଓ ଅନ୍ୟ ଆତ୍ମିକ ଅର୍ଥ କୁ ବୁଝାଏ

ବାଇବଲରେ, ସେଗୁଡିକ ପବିତ୍ର ସ୍ଥାନ ସହିତ ବ୍ୟବହାର ହୋଇଥାଏ

ଅନୁବାଦ ପ୍ରସ୍ତାବ ଗୁଡିକ:

  • ଅଧିକାଂଶ ଅନୁବାଦରେ କେବଳ “ଅଲୋନ” ବ୍ୟବହାରଠାରୁ “ଅଲୋନ ବୃକ୍ଷ” ବ୍ୟବହାରରେ ଗୁରୁତ୍ୱପୂର୍ଣ୍ଣ୍ଣ ଭୂମିକା ଅଛି
  • ଯଦି ଅଲୋନ ବୃକ୍ଷ ପ୍ରାପ୍ତେଷୁଙ୍କ ଅଞ୍ଚଳରେ ଜଣା ନାହିଁ, “ଗୋଟିଏ ଅଲୋନ ” ଅନୁବାଦ ହେବ ଯଥା “ଗୋଟିଏ ଅଲୋନ, ଛାୟା ପ୍ରଦାନକାରୀ ଗଛ ପରି”, ତାପରେ ସ୍ଥାନୀୟ ଅଞ୍ଚଳରେ ସେହିପରି ଥିବା ବୃକ୍ଷର ନାମ କୁହ
  • ଦେଖ: ଅଜଣା ବିଷୟରେ ଅନୁବାଦ କରିବେ କିପରି

(ଦେଖ: ପବିତ୍ର)

ବାଇବଲ ପୃଷ୍ଠଭୂମି:

ବୋର୍ଡ ଡାଟା :

  • Strong's: H352, H424, H427, H436, H437, H438