or_tw/bible/names/amos.md

1.4 KiB
Raw Permalink Blame History

ଆମୋଷ

ତଥ୍ୟମାନ:

ଆମୋଷ ଇସ୍ରାଏଲୀୟ ଏକ ଭବିଷ୍ୟତବକ୍ତାଥିଲେ ଯେ ଯିହୁଦାର ରାଜା ଉଷୀୟଙ୍କ ସମୟରେ ବସବାସ କରୁଥିଲେ I

  • ଭବିଷ୍ୟତବକ୍ତା ଡକାଯିବା ପୂର୍ବରୁ, ଆମୋଷ ପ୍ରକୃତଭାବରେ ଏକ ମେଷପାଳକଥିଲେ ଏବଂ ଯିହୁଦା ରାଜ୍ୟରେ ଥିବା ଡିମ୍ୱିରି ଗଛର ମାଳୀଥିଲେ I
  • ଆମୋଷ ଉତ୍ତର ଇସ୍ରାଏଲୀୟ ଭବିଷ୍ୟତବକ୍ତାମାନଙ୍କର ଲୋକମାନଙ୍କ ପ୍ରତି ଅଧାର୍ମିକତା ବ୍ୟବହାର ବିରୁଦ୍ଧରେ ଭାବିଷ୍ୟତ ବାଣୀ କଲେ I

(ଅନୁବାଦର ସୂଚନାମାନ: ନାମର ଅନୁବାଦ)

(ମଧ୍ୟ ଦେଖିପାରିବା: ଡିମ୍ୱିରି, ଯିହୁଦା, ଇସ୍ରାଏଲ ରାଜ୍ୟ, ମେଷପାଳକ, ଉଷୀୟ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H5986