or_ta/process/required-checking/01.md

5.0 KiB
Raw Permalink Blame History

ଯାଞ୍ଚ୍ ସ୍ତରଗୁଡ଼ିକର ଉଦ୍ଦେଶ୍ୟ

ଅନୁବାଦକୁ ବିଶ୍ଵାସର ବକ୍ତବ୍ୟ ଓ [ଅନୁବାଦ ମାର୍ଗଦର୍ଶିକା ନୀତି] ର ସମନ୍ଵୟରେ ଯେ ତିଆରି କରାଯାଇଛି ଏହାକୁ ମୁଖ୍ୟତଃ ସୁନିଶ୍ଚିତ କରି ସାହାଯ୍ୟ କରିବା ଯାଞ୍ଚ୍ ସ୍ତରଗୁଡ଼ିକର ଉଦ୍ଦେଶ୍ୟ ଅଟେ ([ଯାଞ୍ଚ୍ ସହଚର] ପାଠକୁ ଦେଖନ୍ତୁ) ଅନ୍ୟ କାରଣ ହେଉଛି ଯେ ଏହାକୁ ବ୍ୟବହାର କରା ଯାଉଥିବା ସମ୍ପ୍ରଦାୟର ନିବେଶ (କମ୍ପୁଟରରେ ଦିଆ ଯାଉଥିବା ତଥ୍ୟ) ଓ ମାଲିକତ୍ଵକୁ ବୃଦ୍ଧି କରିବା ।

ଯାଞ୍ଚ୍ ସ୍ତର 1

ଯାଞ୍ଚ୍ ପ୍ରଥମ ସ୍ତର ମୁଖ୍ୟତଃ ଅନୁବାଦ ଦଳ ଦ୍ଵାରା ଭାଷା ସମ୍ପ୍ରଦାୟରୁ ପ୍ରାପ୍ତ କେତେକ ତଥ୍ୟ ସହ କରାଯାଇଛି । ଯାଞ୍ଚ୍ ସ୍ତର ଏକ - ଅନୁବାଦ ଦଳ ଦ୍ଵାରା ଦୃଢୀକରଣ ପାଠକୁ ଦେଖନ୍ତୁ ପ୍ରଥମ ସ୍ତରର ଯାଞ୍ଚ୍ କୁ ସମ୍ପୂର୍ଣ୍ଣ କରିବା ପରେ, Door43 କୁ ଅପଲୋଡ୍ କରିବା ପାଇଁ ଆପଣଙ୍କୁ ଉତ୍ସାହିତ କରାଯାଏ ([ପ୍ରକାଶନ ସମ୍ଭନ୍ଧୀୟ ମୁଖବନ୍ଧ] ପାଠକୁ ଦେଖନ୍ତୁ) ଏବଂ ଆପଣ ଯାଞ୍ଚ୍ ଦ୍ଵିତୀୟ ସ୍ତରକୁ ଜାରି ରଖନ୍ତୁ (ନିମ୍ନରେ ଦେଖନ୍ତୁ) ।

ଯାଞ୍ଚ୍ ସ୍ତର 2

ଯାଞ୍ଚ୍ ସ୍ତର 2 ମୌଳିକ ସତ୍ୟତାର ଯାଞ୍ଚ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୁଏ ଯେବେ ସ୍ଥାନୀୟ ଭାଷା ସମ୍ପ୍ରଦାୟକୁ ପ୍ରତିନିଧିତ୍ଵ କରୁଥିବା ଦଳଗୁଡ଼ିକ ଏକମତ ହୁଅନ୍ତି ଯେ ଉକ୍ତ ଅନୁବାଦଟି ଉତ୍ତମ ଅଟେ (ଯାଞ୍ଚ୍ ସ୍ତର ଦୁଇ ସମ୍ପ୍ରଦାୟ ଦ୍ଵାରା ଦୃଢୀକରଣ ପାଠକୁ ଦେଖନ୍ତୁ) । ଏହାକୁ ଭାଷା ସମ୍ପ୍ରଦାୟ ଯାଞ୍ଚ୍ ([ଭାଷା ସମ୍ପ୍ରଦାୟ ଯାଞ୍ଚ୍] ପାଠକୁ ଦେଖନ୍ତୁ) ଏବଂ ମଣ୍ଡଳୀ ନେତା ଯାଞ୍ଚ୍ ସହ କରାଯାଇଛି ([ମଣ୍ଡଳୀ ନେତା ଯାଞ୍ଚ୍] ପାଠକୁ ଦେଖନ୍ତୁ) । ଦ୍ଵିତୀୟ ସ୍ତର ଯାଞ୍ଚ୍ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପରେ, Door43 କୁ ଅପଲୋଡ୍ କରିବା ପାଇଁ ଆପଣଙ୍କୁ ଉତ୍ସାହିତ କରାଯାଏ ([ପ୍ରକାଶନ ସମ୍ଭନ୍ଧୀୟ ମୁଖବନ୍ଧ] ପାଠକୁ ଦେଖନ୍ତୁ) ଏବଂ ଆପଣ ଯାଞ୍ଚ୍ ତୃତୀୟ ସ୍ତରକୁ ଜାରି ରଖନ୍ତୁ (ନିମ୍ନରେ ଦେଖନ୍ତୁ), ଯଦି ଆପଣ ଇଚ୍ଛା ଚାହୁଁଛନ୍ତି ।

ଯାଞ୍ଚ୍ ସ୍ତର 3

ଯାଞ୍ଚ୍ ତୃତୀୟ ସ୍ତର ସମ୍ପୂର୍ଣ୍ଣ ହୁଏ ଯେବେ ଅନୁବାଦଟି ଉତ୍ତମ ବୋଲି ଅନୁନ୍ୟ ଦୁଇଟି ମଣ୍ଡଳୀ ସମ୍ମିଳନୀର ନେତାମାନେ ଏକମତ ହୁଅନ୍ତି । ଯେବେ ଆପଣ ଏହି ଯାଞ୍ଚ୍ ସ୍ତରକୁ ସମ୍ପୂର୍ଣ୍ଣ କରନ୍ତି ସେତେବେଳେ ତୃତୀୟ ସ୍ତର ଯାଞ୍ଚ୍ ପ୍ରଶ୍ନ ମଧ୍ୟଦେଇ ଆପଣ କରିବା କାର୍ଯ୍ୟକୁ ନିଶ୍ଚିତ କରନ୍ତୁ (ସ୍ତର ତିନିର ଯାଞ୍ଚ୍ ନିମନ୍ତେ ପ୍ରଶ୍ନଗୁଡ଼ିକ ପାଠକୁ ଦେଖନ୍ତୁ) । ତୃତୀୟ ସ୍ତର ଯାଞ୍ଚ୍ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପରେ, Door43 କୁ ଅପଲୋଡ୍ କରିବା ପାଇଁ ଆପଣଙ୍କୁ ଉତ୍ସାହିତ କରାଯାଏ (ପ୍ରକାଶନ ସମ୍ଭନ୍ଧୀୟ ମୁଖବନ୍ଧ ପାଠକୁ ଦେଖନ୍ତୁ) । ଏହା ସର୍ବୋଚ୍ଚ ଯାଞ୍ଚ୍ ସ୍ତର । Gateway ଭାଷାଗୁଡ଼ିକ ମଧ୍ୟ /[ମୂଳ ପାଠ ପ୍ରକ୍ରିୟା]କୁ ସମ୍ପୂର୍ଣ୍ଣ କରିବା ଉଚିତ୍ ।