or_ta/process/intro-publishing/01.md

1.9 KiB

ପ୍ରକାଶନର ସାଧାରଣ ସମୀକ୍ଷା

ଥରେ Door43 ରେ କାର୍ଯ୍ୟକୁ ଅପଲୋଡ୍ କରିବା ପରେ ଏହା ସ୍ଵୟଂଚାଳିତ ଭାବରେ ଆପଣଙ୍କର user account ଅଧୀନରେ ଥିବା ଅନଲାଇନରେ ଉପଲବ୍ଧ ହୋଇଯିବ । ଏହାକୁ ସ୍ଵୟଂ ପ୍ରକାଶନ ରୂପେ ଦର୍ଶାଯିବ । ଆପଣଙ୍କୁ http://door43.org/u/user_name/project_name ରେ ଆପଣଙ୍କ ପରିଯୋଜନା (ପ୍ରୋଜେକ୍ଟ୍)ର ୱେବ୍ ସଂସ୍କରଣକୁ ପ୍ରବେଶ କରି ପାରିବେ (ଯେଉଁଠାରେକି user_ନାମ ଆପଣଙ୍କର user ନାମ ଅଟେ ଓ ପରିଯୋଜନାର ନାମ ଆପଣଙ୍କ ଅନୁବାଦ ପ୍ରୋଜେକ୍ଟ୍ ଅଟେ) । ଆପଣ ଅପଲୋଡ୍ କରିବା ପରେ translationStudio app ଆପଣଙ୍କୁ ସଠିକ୍ ଲିଙ୍କ୍ ପ୍ରଦାନ କରିବା । ଆପଣ ରେ ମଧ୍ୟ ସମସ୍ତ କାର୍ଯ୍ୟକୁ ଖୋଜି ଦେଖିପାରିବେ ।

ଆପଣଙ୍କ Door43 ପରିଯୋଜନା ପୃଷ୍ଠାରୁ ଆପଣ ଏହା କରି ପାରିବେ:

  • Default formatting ସହ ଆପଣଙ୍କ ପରିଯୋଜନାର ୱେବ୍ ସଂସ୍କରଣକୁ ଦେଖନ୍ତୁ ।
  • ଆପଣଙ୍କ ପରିଯୋଜନାର ଦଲିଲଗୁଡ଼ିକୁ download କରନ୍ତୁ (PDF ଭଳି)
  • ଆପଣଙ୍କ ପରିଯୋଜନା ନିମନ୍ତେ ମୂଳ ଫାଇଲ୍ (ଇଉଏସଏଫଏମ କିମ୍ବା Markdown)ଗୁଡ଼ିକୁ ଲିଙ୍କ୍ କରନ୍ତୁ ।
  • ଆପଣଙ୍କ ପରିଯୋଜନା ବିଷୟରେ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରନ୍ତୁ ।