or_ta/intro/finding-answers/01.md

2.0 KiB
Raw Permalink Blame History

କିପରି ଉତ୍ତରଗୁଡ଼ିକ ପାଇବା

ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ନିମନ୍ତେ ବିଭିନ୍ନ ସମ୍ବଳଗୁଡ଼ିକ ଉପଲବ୍ଧ :

  • ଅନୁବାଦ ବିଦ୍ୟାପୀଠ - ଏହି ପ୍ରଶିକ୍ଷଣ ସହଚର ରେ ଉପଲବ୍ଧ ଏବଂ ଏଥିରେ ଅଧିକ ତଥ୍ୟ ରହିଅଛି:
  • ଉପକ୍ରମ - unfoldingWord ପ୍ରକଳ୍ପକୁ ପରିଚିତ କରେ
  • ପ୍ରକ୍ରିୟା ସହଚର - “ଏହା ପରେ କଣ?” ପ୍ରଶ୍ନର ଉତ୍ତର ଦିଏ
  • ଅନୁବାଦ ସହଚର ଅନୁବାଦ ଶିକ୍ଷାତତ୍ତ୍ଵ ଓ ବ୍ୟାବହାରିକ ଅନୁବାଦ ଉପକାରର ନୀତି ନିୟମ ସମୂହକୁ ବର୍ଣ୍ଣନା କରେ
  • ଯାଞ୍ଚ୍ ସହଚର ଯାଞ୍ଚ୍ ଶିକ୍ଷାତତ୍ତ୍ଵ ଓ ସର୍ବୋତ୍କୃଷ୍ଟ ପ୍ରତିଷ୍ଠିତ ପଦ୍ଧତିର ନୀତି ନିୟମ ସମୂହକୁ ବର୍ଣ୍ଣନା କରେ
  • ଶିଥିଳ ଅବସ୍ଥାରେ ରହି କଥାବାର୍ତ୍ତା କରିବା ପ୍ରକୋଷ୍ଠ - ଦଳ43 ସମ୍ପ୍ରଦାୟରେ ଯୋଗ ଦିଅନ୍ତୁ, ଓ ଆପଣଙ୍କର ପ୍ରଶ୍ନଗୁଡ଼ିକୁ “#ସାହାଯ୍ୟକାରୀ ଟେବୁଲକୁ ପଠାନ୍ତୁ, ଏବଂ ଆପଣଙ୍କ ପ୍ରଶ୍ନଗୁଡ଼ିକର (ଅଭିକଳକ ବା କମ୍ପୁଟର୍ ସିଷ୍ଟମ୍)ର ଉତ୍ତର ପାଆନ୍ତୁ ( ରେ ସାଇନ୍ ଅପ୍ କରନ୍ତୁ)
  • ସାହାଯ୍ୟକାରୀ ଟେବୁଲ ଆପଣଙ୍କର ପ୍ରଶ୍ନଗୁଡ଼ିକ ସହ email help@door43.org କରନ୍ତୁ