or_ta/translate/translate-manual/01.md

2.0 KiB
Raw Permalink Blame History

ଅନୁବାଦ ପାଠଟିକା କଣ ଶିକ୍ଷା ଦିଏ ?

ଏହି ପାଠଟିକା ଅନୁବାଦ ତତ୍ବ ଶିକ୍ଷାଏ ଓ ଅନ୍ୟ ଭାଷା ଗୁଡିକରେ କିପରି ଉତ୍ତମ ଅନୁବାଦ ହୋଇପାରିବ (OLs). ଏହି ପାଠଟିକାରେ ଥିବା ଅନୁବାଦ ର କିଛି ନିୟମ ମଧ୍ୟ ପଥ ଭାଷା ଅନୁବାଦରେ ବିନିଯୋଗ କରାଯାଏ ଅନୁବାଦ ପୁଞ୍ଜଗୁଡିକ ଉପକରଣ କିପରି ଅନୁବାଦ କରିବା କେତେକ ଉପଦେଶ ପାଇଁ ପଥ ଭାଷା, ଏପରିକି ପଥ ଭାଷା ପାଠଟିକା ଦେଖ କୌଣସି ଅନୁବାଦ ପ୍ରକଳ୍ପ ଆରମ୍ଭ କରିବା ପୁର୍ବରୁ ଏହା ସାହାଯ୍ୟ କରିବ ଅଧିକାଂଶ ମାନ ଅଧ୍ୟୟନ କରିଲେ ଅନ୍ୟ ମାନ ଗୁଡିକ ହେଉଛି ଯଥା ବ୍ୟାକରଣ, କେବଳ ଆବଶ୍ୟକ କରେ “ଯଥା ସମୟରେ” ଶିକ୍ଷା

ଅନୁବାଦ ପାଠଟିକା ରେ କେତେଗୁଡିଏ ପ୍ରମୁଖ ଲକ୍ଷଣ :