or_ta/translate/translate-process/01.md

1.0 KiB

କିପରି ଅନୁବାଦ କରିବେ

ଅନୁବାଦରେ ଦୁଇଟି ବିଷୟ କରିବା ଆବଶ୍ୟକ ।

  1. ସ୍ରୋତ ଭାଷା ପାଠରେ ଅର୍ଥକୁ ଆବିଷ୍କାର କରନ୍ତୁ (See: Discover the Meaning of the Text) ।
  2. ଲକ୍ଷ୍ୟ ଭାଷା ଅନୁବାଦରେ ଅର୍ଥକୁ ପୁନଃ କୁହନ୍ତୁ (See: Re-telling the Meaning)

ଅନୁବାଦ ନିମନ୍ତେ ଆଦେଶ ଗୁଡିକ ବେଳେବେଳେ ଏହି ଦୁଇ ବିଷୟକୁ ଛୋଟ ପଦକ୍ଷେପ ଗୁଡିକରେ ଅଲଗା କରେ । ନିମ୍ନରେ ଦିଆ ଯାଇଥିବା ରେଖାଚିତ୍ର ଏହି ଦୁଇ ପଦକ୍ଷେପ କିପରି ଅନୁବାଦ ପ୍ରକ୍ରିୟାରେ ଉପଯୁକ୍ତ ଦର୍ଶାଏ ।