or_ta/translate/translate-discover/01.md

2.2 KiB

ଅର୍ଥ କିପରି ଆବିଷ୍କାର କରିବେ

ପାଠର ଅର୍ଥ ଆବିଷ୍କାର କରିବା ପାଇଁ ବହୁତ୍ ଗୁଡିଏ ବିଷୟ ଅଛି, ତାହା ହେଉଛି, ଆମ୍ଭେ ନିଶ୍ଚିତ ହେବା ଯେ ପାଠ କଣ କହିବା ପାଇଁ ଚାହୁଛି

କେତେଗୁଡିଏ ଉପଦେଶ ଦିଆଗଲା :

୧. ଅନୁବାଦ କରିବା ପୁର୍ବରୁ ସମ୍ପୁର୍ଣ୍ଣ ଶାସ୍ତ୍ରାଂଶକୁ ପଢ ତୁମେ ଅନୁବାଦ ଆରମ୍ଭ କରିବା ପୁର୍ବରୁ ସେହି ଶାସ୍ତ୍ରାଂଶର ମୁଖ୍ୟ ବିଷୟବସ୍ତୁ ଗୁଡିକୁ ବୁଝ ଯଦି ଏହା ବର୍ଣ୍ଣନାତ୍ମକ ଅଂଶଟି, ଯଥା ଯୀଶୁଙ୍କର ଆଶ୍ଚର୍ଯ୍ୟ କର୍ମ ମଧ୍ୟରୁ ଗୋଟିଏ, ମୁଳ ଅବସ୍ଥା ଗୁଡିକୁ ବର୍ଣ୍ଣନା କର ଆପଣ ସେହି ସ୍ଥାନରେ ଅଛନ୍ତି ବୋଲି ଭାବନ୍ତୁ ପରିକଳ୍ପନା କରନ୍ତୁ ଯେ ଲୋକମାନେ କିପରି ଭାବି ଥିବେ

୧. ଯେତେବେଳେ ବାଇବଲ ଅନୁବାଦ କରିବେ, ସର୍ବଦା ଚେଷ୍ଟା କରନ୍ତୁ ମୁଳ ପାଠ ଭାବେ ଦୁଇଟି ବାଇବଲ ବୃତ୍ତାନ୍ତକୁ ବ୍ୟବହାର କରନ୍ତୁ ଯେପରି ଆମେ କେବଳ ଗୋଟିଏ ବୃତ୍ତାନ୍ତ ର ଆକ୍ଷରିକ ଶବ୍ଦକୁ ଅନୁଗମନ ନକରି ଦୁଇଟି ବୃତ୍ତାନ୍ତକୁ ତୁଳନା କଲେ ଏହା ଆମକୁ ଅର୍ଥ ବୁଝିବାରେ ସାହାଯ୍ୟ କରେ

ଦୁଇଟି ବୃତ୍ତାନ୍ତ ହେବା ଉଚିତ:

  • ଗୋଟିଏ ବୃତ୍ତାନ୍ତ ମୁଳ ଭାଷାକୁ ପାଖାପାଖି ଅନୁଗମନ କରୁଅଛି ଯଥା as the Unlocked Literal Bible (ULT).
  • ଗୋଟିଏ ଅର୍ଥ-ଅଧାରିତ ବୃତ୍ତାନ୍ତ, ଯଥା Unlocked Dynamic Bible (UST).