or_tw/bible/other/learnedmen.md

2.7 KiB
Raw Permalink Blame History

ଶିକ୍ଷିତ ବ୍ୟକ୍ତି, ଯୋତିଷ ଶାସ୍ତ୍ରୀ

ସଂଜ୍ଞା:

ମାଥିଉ ପୁସ୍ତକ ଯୀଶୁଙ୍କର ଜନ୍ମ ଶାରଣୀରେ “ଶିକ୍ଷିତ”କିଅବା ପଢା ଲେଖା ଲୋକମାନେ ହେଉଛନ୍ତି “ଜ୍ଞାନୀପୁରୁଷମାନେ “ଯେଉଁମାନେ ବେଥାଲିହିମରେ ଯୀଶୁଙ୍କ ନିକଟକୁ ତାହାଙ୍କ ଜନ୍ମ ଦିନର କଛି ଦିନ ପରେ ଉପହାର ନେଇ ଆସିଲେ I ସେମାନେ “ଯୋତିଷ ଲୋକମାନେ “ହୋଇ ଥାଇ ପାରନ୍ତି ଯେଉଁମାନେ ତାରକା ଅଧ୍ୟୟନ କରନ୍ତି I

  • ଏହି ଲୋକମାନେ ଦୁର ପୂର୍ବ ଦେଶରୁ ଜାତ୍ରା କରି ଇସ୍ରାଏଲ ଆସିଲେ I

ଏଯା ଜଣା ନାହିଁ କି ସେମାନେ କେଉଁଠାରୁ ଆସିଥିଲେ କି ସେମାନେ କିଏ I କିନ୍ତୁ ସେମାନେ ବୁଦ୍ଧିଜୀବୀ ଲୋକମାନେଥିଲେ ଯେଉଁମାନେ ତାରା ଅଧ୍ୟୟନ କରୁଥିଲେ I

  • ସେମାନେ ଦାନିଏଲ ସମୟରେ ଥିବା ବୁଦ୍ଧିଜୀବୀ ଲୋକମାନଙ୍କର ବଂଶ ଧର ହୋଇ ପାରନ୍ତି ଯେଉଁମାନେ ବାବିଲନରେ ଦାନିଏଲ ସମୟରେ ରହୁଥିଲେ ଯେଉଁମାନେ ଅନେକ ବିଷୟରେ ପ୍ରଶିକ୍ଷଣ ପାଇଥିଲେ, ତାହା ମଧ୍ୟରେ ତାରକା ଅଧ୍ୟୟନ ଓ ସ୍ୱପ୍ନ ର ଅର୍ଥ କହିବା ଅନ୍ତର୍ଭୁକ ଅଟେ I
  • ରୀତି ଅନୁସାରେ, କୁହାଯାଏ ତିନି ପଣ୍ଡିତଥିଲେ କାରଣ ତିନଟି ଉପହାର ସେମାନେ ଆଣିଥିଲେ I

ଯାହା ମଧ୍ୟ ହେଉ ବାଇବଲ ଅନୁଛେଦ ତିନି ଜଣ ବୋଲି କହୁ ନାହିଁ I

(ଆହୁରି ଦେଖନ୍ତୁ: ବାବିଲନ, ବେହଲୀ ହିମ, ଦାନିଏଲ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1505, G3097