or_tw/bible/other/freewilloffering.md

2.9 KiB
Raw Permalink Blame History

ସ୍ୱେଚ୍ଛା ବଳିଦାନ,ସକଳ ସ୍ୱେଚ୍ଛା ବଳିଦାନ

ସଂଜ୍ଞା:

ସ୍ୱେଚ୍ଛା ବଳିଦାନ ଏପରି ଏକ ବଳିଦାନ ପରମେଶ୍ୱରଙ୍କ ପ୍ରତି ଉତ୍ସର୍ଗ କରାଯାଉଥିଲା ଯାହା ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଆବଶ୍ୟକ ନଥିଲା I ଏହା ବଳିଦାନ ଉତ୍ସର୍ଗ କରିବା ବ୍ୟକ୍ତିର ନିଜ ପସନ୍ଦ ଅଟେ I

  • ଯଦି ସ୍ୱେଚ୍ଛା ବଳିଦାନ ପଶୁ ମଧ୍ୟରୁ ବଳିଦାନ ଉତ୍ସର୍ଗ କରାଯାଏ, ପଶୁ ର ଛୋଟ ମୋଟ ଦାଗ ହୋଇପାରେ କାରଣ ଏହା ସ୍ୱେଚ୍ଛାକୃତ ଅଟେ I
  • ଇସ୍ରାଏଲ ଲୋକମାନେ ବଳି ଉତ୍ସର୍ଗ ପଶୁ ଉତ୍ସବ ଭୋଜର ଭାଗ ସ୍ୱରୂପେ ଖାଉଥିଲେ I
  • ଯେତେବେଳେ ସ୍ୱେଚ୍ଛାବଳିଦାନ ଉତ୍ସର୍ଗ କରାଯାଉଥିଲା, ଏହା ଇସ୍ରାଏଲ ଲୋକଙ୍କ ଆନନ୍ଦର କାରଣଥିଲା, ଏହା ଫସଲ ଭଲ ହୋଇ ଅଛି ଓ ଲୋକଙ୍କ ପାଖରେ ପ୍ରଚୁର ପରିମାଣରେ ଖାଦ୍ୟ ଅଛି ବଳି ଦେଖାଏ I
  • ଏଜ୍ରା ପୁସ୍ତକରେ ଅଲଗା ପ୍ରକାର ସ୍ୱେଛା ବଳିଦାନ ର ବ୍ୟାଖ୍ୟା କରାଯାଇଅଛି ତାହା ମନ୍ଦିରର ପୁନଃ ସ୍ଥାପନା ନିମନ୍ତେ ଲୋକମାନେ ଆଣୁଥିଲେ I

ଏହି ଦାନ ସୁନା, ରୁପା କିଅବା ଅର୍ଥ ହୋଇ ଥାଇପାରେ, କିଅବା କଟୁରୀ କି ଆଉ ଅଲଗା ପଦାର୍ଥ ଯାହା ସୁନା କିଅବା ରୁପା ଦ୍ୱାରା ନିର୍ମିତ ହୋଇ ଥାଏ I

(ଆହୁରି ଦେଖନ୍ତୁ: ହୋମୋବଳି, ଏଜ୍ରା, ଭୋଜ, ଭକ୍ଷ ନୈବେଦ୍ୟ, ଦୋଶାର୍ଥକ ବଳିଦାନ ବ୍ୟବସ୍ଥା, ପାପ ମୋଚନ ବଳିଦାନ)

ବାଇବଲ ପଦ ପର୍ୱ: ୩

ବୋର୍ଡ ଡାଟା :

  • Strong's: H5068, H5071