or_tw/bible/other/disgrace.md

2.6 KiB
Raw Permalink Blame History

ଅଗୌରବ, ଅଗୌରବ କରିବା, ଅଗୌରବ ହେଲା, ଲଜ୍ୟାଜନକ

ଘଟଣା:

“ଅଗୌରବ” ଶବ୍ଦଟି ଗୌରବ ପୁଣି ସମ୍ମାନର ଏକ ଅପସାରକୁ ବୁଝାଏ ।

  • ଯେତେବେଳେ ଜଣେ ବ୍ୟକ୍ତି କିଛି ପାପପୂର୍ଣ୍ଣ ବିଷୟ କରେ, ଏହା ଅପମାନ ବା ଅଗୌରବର ଏକ ସ୍ତର ହେବାରେ ତା’ଙ୍କୁ ଆଘାତ ହୋଇପାରେ ।
  • “ଲଜ୍ୟାଜନକ” ଶବ୍ଦଟି ଏକ ପାପପୂର୍ଣ୍ଣ କାର୍ଯ୍ୟ ବା ବ୍ୟକ୍ତି ଏହା ଯିଏ କରେ ବୈଶିଷ୍ଟ୍ୟକୁ ବ୍ୟବହାର କରେ ।
  • କେତେକ ସମୟରେ ଜଣେ ବ୍ୟକ୍ତି ଯିଏ ଉତ୍ତମ କାର୍ଯ୍ୟଗୁଡିକ ଏପରି ମାର୍ଗରେ କରୁଥାଏ ଯାହା ଅଗୌରବ ବା ଲଜ୍ୟାର କାରଣ ହୁଏ ।
  • ଉଦାହରଣ ସ୍ୱରୂପ, ଯେତେବେଳେ ଯୀଶୁ ଏକ କ୍ରୁଶ ଉପରେ ମୃତ୍ୟୁବରଣ କଲେ, ଏହା ମୃତ୍ୟୁର ଏକ ଲଜ୍ୟାଜନକ ମାର୍ଗଥିଲା ।

ଯୀଶୁ ଏହି ଅଗୌରବ ପାଇବାକୁ ଯୋଗ୍ୟ ଏପରି କୌଣସି ଭୁଲ କରି ନଥିଲେ ।

  • “ଅଗୌରବ” ଅନୁବାଦର ଶୈଳୀଗୁଡିକୁ “ଲଜ୍ୟା” ବା “ଅଗୌରବ” ଅନ୍ତର୍ଭୁକ୍ତ କରି ପାରିବେ ।
  • “ଲଜ୍ୟାଜନକ” ଅନୁବାଦର ଶୈଳୀଗୁଡିକୁ “ଲଜ୍ୟାପୂର୍ଣ୍ଣ” ବା “ଅପମାନପୂର୍ଣ୍ଣ” ଅନ୍ତର୍ଭୁକ୍ତ କରି ପାରିବେ ।

(ପୁନଶ୍ଚ ଦେଖନ୍ତୁ: ଅଗୌରବ, ଗୌରବ, ଲଜ୍ୟା)

ବାଇବଲ ଉଲ୍ଲେଖଗୁଡିକ:

ବୋର୍ଡ ଡାଟା :

  • Strong's: H954, H1984, H2490, H2617, H2659, H2781, H2865, H3637, H3971, H5007, H5034, H5039, H6031, H7036, G149, G819, G3680, G3856