or_tw/bible/names/zephaniah.md

1.7 KiB
Raw Permalink Blame History

ଜ଼ିଫନୀୟ

ତଥ୍ୟ:

ଜିଫନୀୟ, କୁସିର ପୁତ୍ର, ଏକ ଭବିଷ୍ୟବକ୍ତାଥିଲେ ଯେ ଯିରୁଶାଲମରେ ବାସ କରୁଥିଲେ ଓ ସେ ଯୋସିୟ ର ରାଜତ୍ୱ ସମୟରେ ଭବିଷ୍ୟବାଣୀ କରିଥିଲେ I ଯିରିମିୟ ବାସ କରୁଥିବା ସମୟରେ ସେ ମଧ୍ୟ ବାସ କରୁଥିଲେ I

  • ସେ ଯିହୁଦା ର ଲୋକମାନଙ୍କୁ ଭଣ୍ଡ ଦେବାଦେବୀଙ୍କୁ ଉପାସନା କରିବା ନିମନ୍ତେ ଭତ୍ସନା କରିଥିଲେ I

ତାହାଙ୍କର ଭବିଷ୍ୟବାଣୀ ପୁରାତନ ନୀୟମର ଜିଫନୀୟ ପୁସ୍ତକରେ ଉଲ୍ଲେଖ ଅଛି I

  • ପୁରାତନ ନିୟମରେ ଅନେକ ଲୋକମାନଙ୍କର ନାମ ଜିଫନୀୟଥିଲେ, ସେହି ସମସ୍ତଙ୍କ ମଧ୍ୟରୁ ଅଧିକାଂଶ ଯାଜକଥିଲେ I

(ଅନୁବାଦ ପ୍ରସ୍ତାବ: ନାମର ନୁବାଦ)

(ଆହୁରି ଦେଖନ୍ତୁ: ଯିରିମିୟ, ଯୋସିୟ, ଯାଜକ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H6846