28 lines
1.7 KiB
Markdown
28 lines
1.7 KiB
Markdown
# ଜ଼ିଫନୀୟ
|
||
|
||
## ତଥ୍ୟ:
|
||
|
||
ଜିଫନୀୟ, କୁସିର ପୁତ୍ର, ଏକ ଭବିଷ୍ୟବକ୍ତାଥିଲେ ଯେ ଯିରୁଶାଲମରେ ବାସ କରୁଥିଲେ ଓ ସେ ଯୋସିୟ ର ରାଜତ୍ୱ ସମୟରେ ଭବିଷ୍ୟବାଣୀ କରିଥିଲେ I
|
||
ଯିରିମିୟ ବାସ କରୁଥିବା ସମୟରେ ସେ ମଧ୍ୟ ବାସ କରୁଥିଲେ I
|
||
|
||
* ସେ ଯିହୁଦା ର ଲୋକମାନଙ୍କୁ ଭଣ୍ଡ ଦେବାଦେବୀଙ୍କୁ ଉପାସନା କରିବା ନିମନ୍ତେ ଭତ୍ସନା କରିଥିଲେ I
|
||
|
||
ତାହାଙ୍କର ଭବିଷ୍ୟବାଣୀ ପୁରାତନ ନୀୟମର ଜିଫନୀୟ ପୁସ୍ତକରେ ଉଲ୍ଲେଖ ଅଛି I
|
||
|
||
* ପୁରାତନ ନିୟମରେ ଅନେକ ଲୋକମାନଙ୍କର ନାମ ଜିଫନୀୟଥିଲେ, ସେହି ସମସ୍ତଙ୍କ ମଧ୍ୟରୁ ଅଧିକାଂଶ ଯାଜକଥିଲେ I
|
||
|
||
(ଅନୁବାଦ ପ୍ରସ୍ତାବ: [ନାମର ନୁବାଦ](rc://*/ta/man/translate/translate-names))
|
||
|
||
(ଆହୁରି ଦେଖନ୍ତୁ: [ଯିରିମିୟ](../names/jeremiah.md), [ଯୋସିୟ](../names/josiah.md), [ଯାଜକ](../kt/priest.md))
|
||
|
||
## ବାଇବଲ ପଦପର୍ବ:
|
||
|
||
* [୨ ରାଜାବଳି ୨୫:୧୮-୧୯](rc://*/tn/help/2ki/25/18)
|
||
* [ଯିରିମିୟ ୫୨:୨୪-୨୫](rc://*/tn/help/jer/52/24)
|
||
* [ଯିଖରୀୟ ୦୬:୯-୧୧](rc://*/tn/help/zec/06/09)
|
||
* [ସିଫନୀୟ ୦୧:୧-୩](rc://*/tn/help/zep/01/01)
|
||
|
||
## ବୋର୍ଡ ଡାଟା :
|
||
|
||
* Strong's: H6846
|