or_tw/bible/names/potiphar.md

1.7 KiB

ପୋଟୀଫର

ତଥ୍ୟଗୁଡିକ:

ମିସରର ଫାରୋଙ୍କ ନିମନ୍ତେ ପୋଟୀଫର ଜଣେ ମହତ୍‌ୱ୍ତ୍ୱପୂର୍ଣ୍ଣ କାର୍ଯ୍ୟାଧ୍ୟକ୍ଷଥିଲେ ଯେତେବେଳେ ଯୋଷେଫ କେତେକ ଇସ୍ମାଏଲୀୟମାନଙ୍କ ନିକଟରେ ଏକ କ୍ରୀତଦାସ ଭାବରେ ବିକ୍ରୟ କରାଯାଇ -ଥିଲେ I

  • ପୋଟୀଫର ଇସ୍ମାଏଲୀୟମାନଙ୍କ ନିକଟରୁ ଯୋଷେଫଙ୍କୁ କ୍ରୟ କରିଥିଲେ ଏବଂ ତାହାଙ୍କର ଗୃହର ସମସ୍ତ ବିଷୟର ଅଧିକାରୀ ଭାବରେ ନିଯୁକ୍ତ କରିଥିଲେ I
  • ଯେତେବେଳେ ଯୋଷେଫ ମିଥ୍ୟାରେ ମନ୍ଦ ବିଷୟ କରିଥିବା ଅଭିଯୋଗରେ ଅଭିଯୁକ୍ତ ହେଲେ, ସେତେବେଳେ ପୋଟୀଫର ଯୋଷେଫଙ୍କୁ କାରାଗାରରେ ବନ୍ଦୀ କରି ପକାଇଲେ I

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: କିପରି ନାମଗୁଡ଼ିକ ଅନୁବାଦ କରିବେ)

(ଆହୁରି ମଧ୍ୟ ଦେଖ: ମିସର, ଯୋଷେଫ, ଫାରୋ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H6318