or_tw/bible/names/philistia.md

1.5 KiB

ପଲେଷ୍ଟୀୟା

ତଥ୍ୟଗୁଡିକ:

କିଣାନ ଦେଶରେ ପଲେଷ୍ଟୀୟା ଏକ ବିଶାଳ ଅଞ୍ଚଳର ନାମ ଅଟେ I ଏହା ଭୁମଧ୍ୟସାଗରର ଉପକୂଳରେ ଅବସ୍ଥିତ ଅଟେ I

  • ଏହା ଉପକୂଳବର୍ତ୍ତୀ ସମତଳ ଭୂମି ବିଶିଷ୍ଟ ଏକ ଅତିଶୟ ଉର୍ବର ଅଞ୍ଚଳ ଅଟେ ଏବଂ ଉତ୍ତରରେ ଯାଫୋଠାରୁ ଦକ୍ଷିଣରେ ଗଜ୍ଜା ପର୍ଯ୍ୟନ୍ତ ବ୍ୟାପିଛି I

ଏହା ପ୍ରାୟ 64 କି.ମି. ଦୀର୍ଘ ଏବଂ 16 କି.ମି. ପ୍ରସ୍ଥ ଅଟେ I

  • ପଲେଷ୍ଟୀୟା ଅଞ୍ଚଳ “ପଲେଷ୍ଟୀୟ”ମାନଙ୍କ ଦ୍ୱାରା ଅଧିକୃତଥିଲା I ସେମାନେ ଏକ ଅତିଶୟ ଶକ୍ତିଶାଳୀ ଲୋକଦଳଥିଲେ ଏବଂ ପୁନଃ ପୁନଃ ଇସ୍ରାଏଲୀୟମାନଙ୍କର ଶତ୍ରୁଥିଲେ I

(ଆହୁରି ମଧ୍ୟ ଦେଖ: ଫିଲିଷ୍ଟାଇନ୍, ଗଜଜା, ଯାଫୋ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H776 H6429 H06430