or_tw/bible/names/molech.md

2.0 KiB
Raw Permalink Blame History

ମୋଲେକ, ମୋଲୋକ

ତଥ୍ୟ:

କିଣାନ ଲୋକମାନେ ଯାହା ସବୁ ପୂଜା କରୁଥିଲେ ମୋଲେକ ସେହିମାନଙ୍କର ଏକ ଭଣ୍ଡ ଦେବଥିଲା I ଅଲଗା ମାତ୍ରାରେ “ମୋଲୋକ” ଓ “ମୋଲେକ୍” ହୁଏ I

  • ଯେଉଁମାନେ ମୋଲେକ କୁ ପୂଜା କରନ୍ତି ସେମାନେ ନିଜ ଶିଶୁ କୁ ମୋଲେକ ଦେବୀ ନିମନ୍ତେ ବଳିଦାନ ସ୍ୱରୂପେ ଦଗ୍ଧ କରନ୍ତି I
  • କେତେକ ଇସ୍ରାଏଲୀୟ ଲୋକମାନେ ମଧ୍ୟ ସତ୍ୟ ପରମେଶ୍ୱର ସଦାପ୍ରଭୁ ବଦଳରେ ମୋଲେକ ର ପୂଜା କରୁଥିଲେ I

ସେମାନେ ମୋଲେକ ପୂଜାରୀ ପରି ମନ୍ଦ ଅଭ୍ୟାସ ର ଅନୁଗାମୀ ହୋଇଥିଲେ, ନିଜର ଶିଶୁର ବଳିଦାନ ମଧ୍ୟ ଅନ୍ତରଭୁକ୍ତ ଅଟେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: କିଣାନ, ମନ୍ଦ, ଭଣ୍ଡ ଦେବ, ପରମେଶ୍ୱର, ବଳିଦାନ, ସତ୍ୟ, ଉପାସନା, ସଦାପ୍ରଭୁ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H4428, H4432, G3434