or_tw/bible/names/michael.md

2.4 KiB
Raw Permalink Blame History

ମୀଖାୟେଲ

ତଥ୍ୟବଳୀ:

ମୀଖାୟେଲ ଈଶ୍ଵରଙ୍କ ସମସ୍ତ ପବିତ୍ର, ଆଜ୍ଞାକାରୀ ଦୂତମାନଙ୍କର ମୁଖ୍ୟ ଅଟେ। ସେ ଏକମାତ୍ର ଦୂତ ଅଟନ୍ତି ଯିଏକି ଈଈଶ୍ଵରଙ୍କ “ପ୍ରଧାନ ଦୂତ” ଭାବରେ ନିର୍ଦ୍ଦିଷ୍ଟ ଭାବରେ ପରିଚିତ ।

  • “ପ୍ରଧାନ ଦୂତ” ଶବ୍ଦର ଅର୍ଥ “ମୁଖ୍ୟ ଦୂତ” ବା “ଶାସକ ଦୂତ।”
  • ମୀଖାୟେଲ ଜଣେ ଯୋଦ୍ଧା ଯିଏ ଈଶ୍ଵରଙ୍କ ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରନ୍ତି ଏବଂ ଈଶ୍ଵରଙ୍କ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି ।
  • ସେ ପାରସ୍ୟ ସେନା ବିରୁଦ୍ଧରେ ଯୁଦ୍ଧରେ ଇସ୍ରାଏଲର ନେତୃତ୍ୱ ନେଇଥିଲେ । ଶେଷ ସମୟରେ ସେ ଦାନିୟେଲଙ୍କ ଭବିଷ୍ୟବାଣୀ ଅନୁଯାୟୀ ଦୁଷ୍ଟ ଶକ୍ତି ବିରୁଦ୍ଧରେ ଅନ୍ତିମ ଯୁଦ୍ଧରେ ଇସ୍ରାଏଲର ସେନାବାହିନୀକୁ ଆଗେଇ ନେବେ ।
  • ବାଇବେଲରେ ମୀଖାୟେଲ ନାମରେ ଅନେକ ପୁରୁଷ ମଧ୍ୟ ଅଛନ୍ତି । ଅନେକ ପୁରୁଷ “ମୀଖାୟେଲର ପୁତ୍ର” ଭାବରେ ପରିଚିତ ଅଛନ୍ତି ।

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ ଅନୁବାଦ କରନ୍ତୁ)

(ଦେଖନ୍ତୁ: ସ୍ୱର୍ଗଦୂତ, ଦାନିୟେଲ, [ବାର୍ତ୍ତା ବାହକ] (../other/messenger.md), ପାରସ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H4317, G34130