or_tw/bible/names/meshech.md

1.4 KiB
Raw Permalink Blame History

ମେଶେଖ

ତଥ୍ୟ:

ମେଶେଖ ପୁରାତନ ନିୟମରେ ଦୁଇ ଜଣ ବ୍ୟକ୍ତିର ନାମଥିଲା I

  • ଏକ ମେଶେଖ ଜାଫେତ ର ପୁତ୍ରଥିଲା I
  • ଆଉ ଏକ ମେଶେଖ ଶେମର ନାତିଥିଲା I
  • ମେଶେଖ ଏକ ଅଞ୍ଚଳ ର ନାମ ମଧ୍ୟଥିଲା, ହୋଇପାରେ ଏହା ସେହି ବ୍ୟକ୍ତିର ନାମ ଅନୁସାରେ ରଖା ଯାଇ ଥିବ I
  • ମେଶେଖ ଅଞ୍ଚଳ ହୋଇପାରେ କି ଆଜିର ତୁର୍କୀ ଯେଉଁଠାରେ ଅଛି ସେହିଠାରେ ଅବସ୍ଥିତ ଥିବ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଜାଫେତ, ନୁହ, ଶେମ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H4851, H4902