or_tw/bible/names/melchizedek.md

3.3 KiB
Raw Permalink Blame History

ମଲକିଜେଦକ

ତଥ୍ୟ:

ଯେଉଁ ସମୟରେ ଅବ୍ରହାମ୍ ବାସ କରୁଥିଲେ ମଲକିଜେଦକ ସାଲେମ (ଯିରୁଶାଲମ) ର ରାଜାଥିଲେ I

  • ମଲକିଜେଦକ ନାମର ଅର୍ଥ ହେଉଛି “ଧାର୍ମିକତା ର ରାଜା” ଓ ତାହାଙ୍କର ପଦବୀ “ସାଲେମ୍ ର ରାଜା ର ଅର୍ଥ ହେଉଛି “ଶାନ୍ତି ର ରାଜା “I
  • ତାହାଙ୍କୁ “ସର୍ୱୋଚ ପରମେଶ୍ୱରଙ୍କର ଯାଜକ କୁହାଯାଏ “
  • ମଲକିଜେଦକ ର ନାମ ପ୍ରଥମେ ବାଇବଲରେ ଉଲ୍ଲେଖ ଅଛି ଯେତେବେଳେ ସେ ଅବ୍ରହାମ୍ କୁ ରୋଟି ଓ ଦ୍ରକ୍ଷାରସ ଦେଇ ସେବା କଲେ, ଯେତେବେଳେ ଅବରହାମ୍ ନିଜ ପୁତୁର ଲୋଟ କୁ ଶକ୍ତିଶାଳୀ ରାଜାମାନଙ୍କଠାରୁ ଉଦ୍ଧାର କରି ଆଣିଲେ I

ଅବ୍ରହାମ୍ ମଲକିଜେଦକକୁ ତାହାର ବିଜୟ ର ସମସ୍ତ ଲୁଟ ର ଦଶମାଂଶ ଦେଲେ I

  • ନୂତନ ନିୟମରେ, ମଲକିଜେଦକ କୁ ଯାହାର ମାତା ପିତା ନଥିଲେ ବୋଲି କୁହା ଯାଇ ଅଛି I

ତାହାଙ୍କୁ ଯାଜକ ଓ ରାଜା କୁହାଯାଏ ଯେ ଚିରଦିନ ରାଜତ୍ୱ କରିବେ I

  • ନୂତନ ନୀୟମ କହେ କି ଯୀଶୁ ଯାଜକ ଅଟନ୍ତି,“ମଲକିଜେଦକ କ୍ରମରେ “I

ଯୀଶୁ ଲେବୀ ବଂଶରୁ ନଥିଲେ ଯେପରି କି ଇସ୍ରାଏଲ ର ସମସ୍ତ ଯାଜକମାନେ I ତାହାଙ୍କର ଜାଜକିୟ ସିଧାସଳଖ ମଲକିଜେଦକ ପରି ପରମେଶ୍ୱରଙ୍କଠାରୁ ଅଟେ I

  • ବାଇବଲ ର ଏହି ବ୍ୟାଖ୍ୟା ର ଆଧାର ଅନୁସାରେ, ମଲକିଜେଦକ ଏକମାନବ ଯାଜକଥିଲେ ଯେ ପରମେଶ୍ୱରଙ୍କର ଦ୍ୱାରା ବଛା ଯାଇଥିଲେ ଯେ ଯୀଶୁଙ୍କୁ ଦର୍ଶାଉଥିଲେ, ଯେ ଆମର ଅନନ୍ତ ଶାନ୍ତି ଓ ଧାର୍ମିକତାର ର ରାଜା ଓ ଆମର ମହାନ ମହା ଯାଜକ ଅଟନ୍ତି I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଅବ୍ରହାମ୍, ଚିରନ୍ତନ, ମହା ଯାଜକ, ଯିରୁଶାଲମ, ଲେବିୟ, ଯାଜକ, ଧାର୍ମିକ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H4442, G3198