or_tw/bible/names/maacah.md

1.6 KiB

ମାକା

ତଥ୍ୟ:

ମାକା ଅବ୍ରହାମ୍ ର ଭାଇ ନାହୋରର ଏକ ସନ୍ତାନ ଅଟେ I ପୁରାତନ ନିୟମରେ ଅନେକ ଲୋକର ଏହି ନାମଥିଲା I

  • ମାକା ସହର କିଅବା ମାକା ବେଥ୍ ଇସ୍ରାଏଲ ର ଦୁର ଉତ୍ତରରେ ଅବସ୍ଥିତ ଅଟେ, ଏହି ଅଞ୍ଚଳ ନପ୍ତାଲି ଜାତି ଦ୍ୱାରା ଅଧିକୃତ ଅଟେ I
  • ଏହା ଏକ ମହତ୍‌ୱପୂର୍ଣ୍ଣ ସହର ଅଟେ ଓ ଅନେକ ସମୟରେ ଶତ୍ରୁ ଦ୍ୱାରା ଆକ୍ରମଣ କରା ଯାଇଥିଲା I
  • ମାକା ଅନେକ ସ୍ତ୍ରୀ ର ନାମଥିଲା ଅବସଲାମର ମାଁ ଓ ଦାଉଦର ସ୍ତ୍ରୀ ଅନ୍ତର୍ଭୁକ୍ତ ଅଟେ I
  • ରାଜା ଆଶା ନିଜର ଜେଜେ ମାଁ କୁ ରାଣୀ ପଦରୁ ପଦଚ୍ୟୁତ କରିଥିଲା କାରଣ ସେ ଆଶେରା ପୂଜା କୁ ବଢାଉଥିଲା I

(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ କିପରି କରାଯାଏ)

(ଆହୁରି ଦେଖନ୍ତୁ: ଆଶା, ଆଶେରା, ନାହୋର, ନପ୍ତାଲି, ଇସ୍ରାଏଲ ର ବାର ଜାତି)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H4601