or_tw/bible/names/kedar.md

2.0 KiB

କେଦାର

ତଥ୍ୟ:

କେଦାର ଇସ୍ମାଏଲ ର ଦ୍ୱିତୀୟ ପୁତ୍ରଥିଲେ I ଏହା ଏକ ମହତ୍‌ୱ ପୂର୍ଣ୍ଣ ସହରଥିଲା ହୋଇପାରେ ସେହି ମନୁଷ୍ୟ ଅନୁସାରେ ତାର ନାମ ଦିଆ ଯାଇଥିଲା I

  • କେଦାର ସହର ଆରବର ଉତ୍ତର ଭାଗରେ ଅବସ୍ଥିତ ଅଟେ ଓ ପାଲେସତଇନ ର ଦକ୍ଷିଣ ସୀମାରେ ଅଛି I

ବାଇବଲ ସମୟରେ, ଏହା ତାର ମହାନତା ଓ ସୁନ୍ଦରତା ପାଇଁ ଜଣାଥିଲା I

  • କେଦାର ର ବଂଶଧର ଏକ ବଡ଼ ଲୋକ ସମୁହ ହେଲେ ଓ ତାହାକୁ ମଧ୍ୟ “କେଦାର” କୁହାଯାଉଥିଲା I
  • ବାକ୍ୟାଂଶ “କେଦାରର ଅନ୍ଧକାର ତମ୍ୱୁ” ଛେଳି ର କଳା ଲୋମ ଯେଉଁଠାରେ କେଦାର ଲୋକମାନେ ବାସ କରୁଥିଲେ କୁ ଦର୍ଶାଏ I
  • ଏହି ଲୋକମାନେ ମେଷ ଓ ଛାଗ ପାଳନ କରୁଥିଲେ I

ସେମାନେ ଓଟ ମଧ୍ୟ ନିଜର ଯାତାୟତ ନିମନ୍ତେ ବ୍ୟବହାର କରୁଥିଲେ I

  • ବାଇବଲରେ, ବାକ୍ୟାଂଶ “କେଦାରର ଗୌରବ” ସେହି ସହର ଓ ଲୋକ ର ମହାନତା କୁ ଦର୍ଶାଏ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଆରବ, ଛାଗ, ଇସ୍ମାଏଲ, ବଳି)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H6938