or_tw/bible/names/kedar.md

31 lines
2.0 KiB
Markdown

# କେଦାର
## ତଥ୍ୟ:
କେଦାର ଇସ୍ମାଏଲ ର ଦ୍ୱିତୀୟ ପୁତ୍ରଥିଲେ I
ଏହା ଏକ ମହତ୍‌ୱ ପୂର୍ଣ୍ଣ ସହରଥିଲା ହୋଇପାରେ ସେହି ମନୁଷ୍ୟ ଅନୁସାରେ ତାର ନାମ ଦିଆ ଯାଇଥିଲା I
* କେଦାର ସହର ଆରବର ଉତ୍ତର ଭାଗରେ ଅବସ୍ଥିତ ଅଟେ ଓ ପାଲେସତଇନ ର ଦକ୍ଷିଣ ସୀମାରେ ଅଛି I
ବାଇବଲ ସମୟରେ, ଏହା ତାର ମହାନତା ଓ ସୁନ୍ଦରତା ପାଇଁ ଜଣାଥିଲା I
* କେଦାର ର ବଂଶଧର ଏକ ବଡ଼ ଲୋକ ସମୁହ ହେଲେ ଓ ତାହାକୁ ମଧ୍ୟ “କେଦାର” କୁହାଯାଉଥିଲା I
* ବାକ୍ୟାଂଶ “କେଦାରର ଅନ୍ଧକାର ତମ୍ୱୁ” ଛେଳି ର କଳା ଲୋମ ଯେଉଁଠାରେ କେଦାର ଲୋକମାନେ ବାସ କରୁଥିଲେ କୁ ଦର୍ଶାଏ I
* ଏହି ଲୋକମାନେ ମେଷ ଓ ଛାଗ ପାଳନ କରୁଥିଲେ I
ସେମାନେ ଓଟ ମଧ୍ୟ ନିଜର ଯାତାୟତ ନିମନ୍ତେ ବ୍ୟବହାର କରୁଥିଲେ I
* ବାଇବଲରେ, ବାକ୍ୟାଂଶ “କେଦାରର ଗୌରବ” ସେହି ସହର ଓ ଲୋକ ର ମହାନତା କୁ ଦର୍ଶାଏ I
(ଅନୁବାଦ ପ୍ରସ୍ତାବ: [ନାମ କିପରି ଅନୁବାଦ କରାଯାଏ](rc://*/ta/man/translate/translate-names))
(ଆହୁରି ଦେଖନ୍ତୁ: [ଆରବ](../names/arabia.md), [ଛାଗ](../other/goat.md), [ଇସ୍ମାଏଲ](../names/ishmael.md), [ବଳି](../other/sacrifice.md))
## ବାଇବଲ ପଦପର୍ବ:
* [ପରମ ଗୀତ ୦୧:୫-୬](rc://*/tn/help/sng/01/05)
## ବୋର୍ଡ ଡାଟା :
* Strong's: H6938