or_tw/bible/names/judassonofjames.md

2.1 KiB
Raw Permalink Blame History

ଯାକୁବର ପୁତ୍ର ଯିହୂଦା

ସତ୍ୟ ଘଟଣାବଳୀ:

ଯାକୁବର ପୁତ୍ର ଯିହୂଦା  ବାରଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥିଲା I ସେ ଇଷ୍କାରିୟୋତୀୟ ଯିହୂଦା  ନଥିଲେ I

  • ଅନେକ ସମୟରେ ବାଇବେଲ ରେ, ଏକ ନାମର ବ୍ୟକ୍ତିକୁ ତାର ପିତା ନାମରେ ଉଲ୍ଲେଖ କରି ପୃର୍ଥକ କରାଯାଉଥିଲା I ଏଠାରେ ଯିହୂଦା କୁ “ଯାକୁବର ପୁତ୍ର“ ଭାବେ ପରିଚିତ କରାଯାଇଛି I
  • ଆଉ ଜଣେ ଯିହୂଦା ଯୀଶୁଙ୍କର ଭାଇ ଥିଲେ I ସେ ମଧ୍ୟ ଯିହୂଦା ନାମରେ ପରିଚିତ ଅଟେ I
  • ନୂତନ ନିୟମର ଯିହୂଦା ପୁସ୍ତକକୁ ଯୀଶୁଙ୍କର ଭାଇ ଯିହୂଦା  ଲେଖିଥାଇ ପାରନ୍ତି କାରଣ ଲେଖକ ନିଜକୁ ଯାକୁବର ଭାଇ ବୋଲି ପରିଚିତ କରାନ୍ତି I ଯାକୁବ ଯୀଶୁଙ୍କର ଆଉ ଏକ ଭାଇ ଥିଲେ I
  • ଏହା ମଧ୍ୟ ହୋଇପାରେ ଯେ  ଯିହୂଦା ପୁସ୍ତକ ଯୀଶୁଙ୍କର ଆଉ ଏକ ଶିଷ୍ୟ ଦ୍ୱାରା ଲେଖା ଯାଇଥାଇପାରେ ଯାହାର ପିତାର ନାମ ଯାକୁବ ଅଟେ I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଯାକୁବ (ଜେବଦୀର ପୁତ୍ର)ଯିହୁଦା ଇଷ୍କାରିୟୋତୀୟପୁତ୍ର,ବାର: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: G24550