or_tw/bible/names/jamessonofzebedee.md

2.6 KiB
Raw Permalink Blame History

ଯାକୁବ (ଜେବଦୀଙ୍କ ପୁତ୍ର)

ସତ୍ୟ ଘଟଣାବଳୀ:

ଜେବଦୀଙ୍କ ପୁତ୍ର ଯାକୁବ ଯୀଶୁଙ୍କ ବାର ପ୍ରେରିତମାନଙ୍କ ମଧ୍ୟରୁ ଜଣେ ପ୍ରେରିତ ଥିଲେ । ତାହାର ଯୋହନ ନାମକ ଏକ ସାନ ଭାଇ ଥିଲେ, ଯିଏକି ଯୀଶୁଙ୍କ ପ୍ରେରିତମାନଙ୍କ ମଧ୍ୟରୁ ମଧ୍ୟ ଜଣେ ଥିଲେ I

  • ଯାକୁବ ଓ ତାର ଭାଇ ଯୋହନ ଆପଣା ପିତାଙ୍କ ସହ ଏକ ମାଛ ମାରୁଥିଲେ I
  • ଯାକୁବ ଓ ଯୋହନର ଉପ ନାମ “ମେଘନାଦର ପୁତ୍ର“ ଥିଲା କାରଣ ସେ ଦୁହେଁ ଅତି ଶୀଘ୍ର କ୍ରୋଧ କରୁଥିଲେ I
  • ପିତର, ଯାକୁବ ଓ ଯୋହନ ଯୀଶୁଙ୍କର ନିକଟତମ ଶିଷ୍ୟଥିଲେ ଓ ତାହାଙ୍କ ସହ ଆଶ୍ଚର୍ଯ୍ୟଜନକ ଘଟଣାଗୁଡ଼ିକ ସମରେ ତାଙ୍କ ସହ ଥିଲେ ଯେପରିକି ଯୀଶୁ ଏଲିୟ ଏବଂ ମୋଶାଙ୍କ ସହିତ ଏକ ପର୍ବତରେ ଥିବା ସମୟରେ ଏବଂ ଯେବେ ଯୀଶୁ ଏକ ମୃତ ଝିଅକୁ ଜୀବନ୍ତ କରିବା ସମୟରେ I
  • ବାଇବେଲରେ ଏକ ପୁସ୍ତକ ଲେଖିଥିବା ଯାକୁବଠାରୁ ଏହି ଯାକୁବ ଭିନ୍ନ ଥିଲେ I କେତେକ ଭାଷାରେ ଏହି ନାମକୁ ଭିନ୍ନ ଭାବରେ ଲାଖି ଏହି ଦୁଇ ନାମ ଭିନ୍ନ ଅଟେ ବୋଲି ପ୍ରକାଶ କରିପାରେ I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ପ୍ରେରିତ, ଏଲୀୟଯାକୁବ (ଯୀଶୁଙ୍କ ଭାଇ)ଯାକୁବ (ଆଲିଫଙ୍କ ପୁତ୍ର)ମୋଶା: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: G23850