or_tw/bible/names/jamesbrotherofjesus.md

2.1 KiB
Raw Permalink Blame History

ଯାକୁବ (ଯୀଶୁଙ୍କ ଭ୍ରାତା)

ଘଟଣାବଳୀ:

ଯାକୁବ ମରୀୟମ  ଓ ଯୋଷେଫର ପୁତ୍ରଥିଲେ I ସେ ଯୀଶୁଙ୍କର ଛୋଟ ଭାଇଥିଲେ I

  • ଯୀଶୁଙ୍କର ଅନ୍ୟ ଭାଇମାନେ ଯୋଷେଫ, ଯିହୁଦା ଓ ଶିମୋନ ଥିଲେI
  • ଯୀଶୁଙ୍କର ଜୀବନ କାଳରେ, ଯାକୁବ ଓ ତାର ଭାଇମାନେ ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି ତାହା ବିଶ୍ୱାସ କରୁ ନଥିଲେ I
  • ପରେ, ଯୀଶୁ ଯେତେବେଳେ ମୃତ୍ୟୁରୁ ଜୀବିତ ହେଲେ, ଯାକୁବ ତାହାଙ୍କ ଉପରେ ବିଶ୍ୱାସ କରିବାକୁ ଲାଗିଲେ ଓ ଯିରୂଶାଲମ  ମଣ୍ଡଳୀରେ ଏକ ନେତା ହେଲେ I
  • ନୂତନ ନିୟମରେ ଯାକୁବ ପୁସ୍ତକ ଏକ ପତ୍ର ଅଟେ ଯାହା ସେ ସେହି ଖ୍ରୀଷ୍ଟିୟାନ ଲୋକମାନଙ୍କୁ  ଲେଖିନ୍ତି ଯେଉଁମାନେ ତାଡ଼ନା ହେତୁ ଅନ୍ୟ ଦେଶକୁ ପଳାଇଥିଲେ I

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମ କିପରି ଅନୁବାଦ କରାଯାଏ )

(ପ୍ରେରିତ, ଖ୍ରୀଷ୍ଟ, ମଣ୍ଡଳୀ, ଯାକୁବର ପୁତ୍ର ଯିହୁଦା, ତାଡ଼ନା: ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G23850