or_tw/bible/names/jamessonofalphaeus.md

1.7 KiB
Raw Permalink Blame History

ଯାକୁବ (ଆଲଫିଙ୍କ ପୁତ୍ର)

ସତ୍ୟ ଘଟଣାବଳୀ:

ଯାକୁବ, ଆଲଫିଙ୍କ ପୁତ୍ର ଅଟନ୍ତି, ସେ ଯୀଶୁଙ୍କର ବାରଶିଷ୍ୟ ମଧ୍ୟରୁ ଜଣେ ଥିଲେ I

  • ମାଥିଉ, ମାର୍କ ଏବଂ ଲୂକଙ୍କର ସୁସମାଚାରରେ ଯୀଶୁଙ୍କ ଶିଷ୍ୟମାନଙ୍କ ତାଲିକାରେ ତାଙ୍କ ନାମ ଉଲ୍ଲେଖ ଅଛି I
  • ଯୀଶୁ ସ୍ୱର୍ଗକୁ ଯିବାପରେ ଯିରୂଶାଲମରେ ଏକାଠି ପ୍ରାର୍ଥନା କରୁଥିବା ଏକାଦଶ ଶିଷ୍ୟମାନଙ୍କ ମଧ୍ୟରୁ ସେ ମଧ୍ୟ ପ୍ରେରିତ ପୁସ୍ତକରେ ଉଲ୍ଲେଖ ଅଛନ୍ତି I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ପ୍ରେରିତଶିଷ୍ୟଯାକୁବ (ଯୀଶୁଙ୍କର ଭାଇ)ଯାକୁବ, ( ଜେବଦୀଙ୍କ ପୁତ୍ର)ବାରଶିଷ୍ୟ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G23850