or_tw/bible/names/joel.md

1.7 KiB
Raw Permalink Blame History

ଯୋଏଲ

ତଥ୍ୟ:

ଯୋଏଲ ଏକ ଭବିଷ୍ୟବକ୍ତାଥିଲେ ଯେ ହୋଇପାରେ ଯିହୁଦାର ରାଜା ଯୋଆଶ ସମୟରେ ବାସ କରୁଥିଲେ I ପୁରାତନ ନିୟମରେ ଅନେକ ବ୍ୟକ୍ତିର ନାମ ଯୋଏଲ ଅଟେ I

  • ଯୋଏଲ ପୁସ୍ତକ ପୁରାତନ ନୀୟମର ଛୋଟ ଭବିଷ୍ୟବକ୍ତା ଭରା ଏକ ପୁସ୍ତକ ଅଟେ I
  • ଯୋଏଲ ଭବିଷ୍ୟବକ୍ତା ର ବ୍ୟକ୍ତିଗତ ଖବର ଯାହା ଅମ ପାଖରେ ଅଛି ତାହା ହେଉଛି ତାହାର ପିତା ର ନାମ ପେଥୁଏଲ ଅଟେ I
  • ପ୍ରେରିତ ପିତର ପେନ୍ତିକସ୍ତ ସମୟର ପ୍ରଚାରରେ ଯୋଏଲ୍ ଭବିଷ୍ୟବକ୍ତା ପୁସ୍ତକରୁ ଉଲ୍ଲେଖ କରିଥିଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଯୋଆଶ, ଯିହୁଦା, ପେନ୍ତିକସ୍ତ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3100, G2493