or_tw/bible/kt/pentecost.md

2.9 KiB

ପେଣ୍ଟିକଷ୍ଟ, ସପ୍ତାହଗୁଡ଼ିକର ପର୍ୱ

ତଥ୍ୟ ଗୁଡ଼ିକ:

“ସପ୍ତାହଗୁଡ଼ିକର ପର୍ୱ” ଏକ ଯିହୂଦୀୟ ପର୍ୱଥିଲା, ଯାହା ନିସ୍ତାରପର୍ୱର ପଞ୍ଚାଶ ଦିନ ପରେ ପଡୁଥିଲା I ଏହା ପରବର୍ତ୍ତୀ ସମୟରେ “ପେଣ୍ଟିକଷ୍ଟ” ଭାବରେ ଆଖ୍ୟାୟିତ ହେଲା I

  • ପ୍ରଥମ ଫଳର ପର୍ୱ ପରେ ସପ୍ତାହଗୁଡ଼ିକର ପର୍ୱ ସାତ ସପ୍ତାହ (ପଞ୍ଚାଶ ଦିନ) ଧରି ରହୁଥିଲା I

ନୂତନ ନୀୟମର ସମୟରେ, ଏହି ପର୍ୱକୁ “ପେଣ୍ଟିକଷ୍ଟ” ଭାବରେ କୁହାଗଲା, ଯାହାର ଅର୍ଥ ଭାବରେ ଏକ ଅଂଶ “ପଞ୍ଚାଶ” ଅଟେ I

  • ସପ୍ତାହଗୁଡ଼ିକର ପର୍ୱ ଶସ୍ୟ ଅମଳର ଆରମ୍ଭ ଭାବରେ ପାଳନ କରାଯାଉଥିଲା I

ଏହା ମଧ୍ୟ ଏଭଳି ଏକ ସମୟକୁ ସ୍ମରଣ କରିବା ନିମନ୍ତେ ପାଳନ କରାଯାଉଥିଲା, ଯେତେବେଳେ ଈଶ୍ୱର ପ୍ରଥମ କରି ପ୍ରସ୍ତର ଫଳକରେ ଲିଖିତ ହୋଇଥିବା ବ୍ୟବସ୍ଥା ଇସ୍ରାଏଲମାନଙ୍କୁ ମୋଶାଙ୍କ ଦ୍ୱାରା ପ୍ରଦାନ କଲେ I

  • ନୂତନ ନିୟମରେ ପେଣ୍ଟିକଷ୍ଟ ଦିବସ ବିଶେଷ ଭାବରେ ମହତ୍‌ୱ୍ତ୍ୱ ବହନ କରେ, କାରଣ ଏହି ଦିନ ଯୀଶୁଙ୍କଠାରେ ବିଶ୍ୱାସକାରୀମାନେ ଏକ ନୂତନ ଶୈଳୀରେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କଲେ I

(ଅନୁବାଦ କରିବା ନିମନ୍ତେ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକ କିପରି ଅନୁବାଦ କରିବ)

(ଆହୁରି ମଧ୍ୟ ଦେଖ: ଉତ୍ସବ, ପ୍ରଥମ ଫଳଗୁଡ଼ିକ, ଶସ୍ୟ ସଂଗ୍ରହ, ପବିତ୍ର ଆତ୍ମା, ଉତ୍ତୋଳନ କରିବା)

ବାଇବଲ ପଦଗୁଡ଼ିକ

ବୋର୍ଡ ଡାଟା :

  • Strong's: H2282, H7620, G4005