or_tw/bible/names/jesse.md

2.0 KiB
Raw Permalink Blame History

ଯିଶୀ

ସତ୍ୟ ଘଟଣାବଳୀ:

ଯିଶୀ ରାଜା ଦାଉଦଙ୍କ ପିତା ଏବଂ ରୂତ ଏବଂ ବୋୟଜର ପୌତ୍ର ଥିଲେ I

  • ଯିଶୀ ଯିହୂଦା ଗୋଷ୍ଠୀରୁ ଥିଲେ I
  • ସେ ଜଣେ “ଇଫ୍ରାଥୀୟ ଲୋକ” ଥିଲେ ଏହାର ଅର୍ଥ  ସେ ଇଫ୍ରାଥା ଅଞ୍ଚଳରୁ ଥିଲେ I ବେଥଲିହିମ ନଗର ଇଫ୍ରାଥା ଅଞ୍ଚଳରେ ଅବସ୍ଥିତ ଥିଲା I
  • ଭବିଷ୍ୟଦ୍‍ବକ୍ତା ଯିଶାଇୟ “ଖୁଣ୍ଟ” ଏବଂ “ଶାଖା” ବିଷୟରେ ଭବିଷ୍ୟବାଣୀ କରିଥିଲେ ତାହା “ଯିଶୀର ମୁଳ” ରୁ ଆସିବ ଏବଂ ଫଳ ଧାରଣ କରିବ ତାହା ଯୀଶୁଙ୍କୁ ଦର୍ଶାଏ ଯିଏ ଯିଶୀର ବଂଶଧର ଅଟନ୍ତି I

(ନାମଗୁଡ଼ିକ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

ବେଥଲିହିମବୋୟଜବଂଶଧରଫଳଯୀଶୁରାଜାଭବିଷ୍ୟଦ୍‍ବକ୍ତାରୂତ , ଇସ୍ରାଏଲର ବାରଗୋଷ୍ଠୀ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: H3448, G24210