or_tw/bible/names/jebusites.md

1.7 KiB
Raw Permalink Blame History

ଜେବୁସ, ଜେବୁସିୟ, ଜେବୁସିୟମାନେ

ତଥ୍ୟ:

ଜେବୁସିୟମାନେ ଏକ ଲୋକ ସମୁହ ଯେଉଁମାନେ କିଣାନ ଦେଶରେ ବାସ କରୁଥିଲେ I ସେମାନେ ହାମର ପୁତ୍ର କିଣାନର ବଂଶଧରଥିଲେ I

  • ଜେବୁସିୟମାନେ ଜେବୁସ ସହରରେ ରହୁଥିଲେ ଓ ଏହାର ନାମ ପରବର୍ତ୍ତୀ ସମୟରେ ଯିରୁଶାଲମ ରଖା ଗଲା ଯେତେବେଳେ ରାଜା ଦାଉଦ ଏହାକୁ ଅଧିକାର କଲେ I
  • ମଲକିଜେଦକ, ଶାଲାମର ରାଜା ହୋଇପାରେ ଜେବୁସିୟ ମୁଳ ବାସିନ୍ଦା ହୋଇ ପାରନ୍ତି I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: କିଣାନ, ହାମ,ଯିରୁଶାଲମ, ମଲକିଜେଦକ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2982, H2983