or_tw/bible/names/houseofdavid.md

2.0 KiB
Raw Permalink Blame History

ଦାଉଦଙ୍କ ଗୃହ

ସତ୍ୟ ଘଟଣାବଳୀ:

“ଦାଉଦଙ୍କ ଗୃହ“ ଅଭିବ୍ୟକ୍ତି ଦାଉଦ ରାଜାଙ୍କର ପରିବାର ଓ ବଂଶଧରମାନଙ୍କୁ ବୁଝାଏ I

  • ଏହି ବାକ୍ୟାଂଶକୁ “ଦାଉଦଙ୍କ ବଂଶ” କିମ୍ବା  “ଦାଉଦଙ୍କ ପରିବାର” କିମ୍ବା  “ରାଜା ଦାଉଦଙ୍କ ପରିବାର ବର୍ଗ“ ବୋଲି ଅନୁବାଦ କରାଯାଇପାରେ I
  • କାରଣ ଯୀଶୁ ଦାଉଦଙ୍କ ବଂଶଧର ଥିଲେ ତେଣୁ ସେ ଦାଉଦଙ୍କର ଗୃହର ଅଂଶ ଥିଲେ I
  • ବେଳେବେଳେ “ଦାଉଦଙ୍କ ଗୃହ“ କିମ୍ବା  “ଦାଉଦଙ୍କ ସପରିବାର“ ଦାଉଦ ପରିବାରରେ ଯିଏ ଜୀବିତ ଥିଲେ ଏହା ସେହିସମସ୍ତଙ୍କୁ ବୁଝାଏ I
  • ଅନ୍ୟ ସମୟରେ ଏହି ଶବ୍ଦ ସାଧାରଣ ଭାବେ ସମସ୍ତ ବଂଶଧରମାନଙ୍କୁ ବୁଝାଏ ଏପରିକି ଯେଉଁମାନେ ପୂର୍ବରୁ ମରିଯାଇଥିଲେ I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଦାଉଦବଂଶଧରଗୃହଯୀଶୁରାଜା: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H1004, H1732, G11380, G36240