27 lines
2.0 KiB
Markdown
27 lines
2.0 KiB
Markdown
# ଦାଉଦଙ୍କ ଗୃହ
|
||
|
||
## ସତ୍ୟ ଘଟଣାବଳୀ:
|
||
|
||
“ଦାଉଦଙ୍କ ଗୃହ“ ଅଭିବ୍ୟକ୍ତି ଦାଉଦ ରାଜାଙ୍କର ପରିବାର ଓ ବଂଶଧରମାନଙ୍କୁ ବୁଝାଏ I
|
||
|
||
* ଏହି ବାକ୍ୟାଂଶକୁ “ଦାଉଦଙ୍କ ବଂଶ” କିମ୍ବା “ଦାଉଦଙ୍କ ପରିବାର” କିମ୍ବା “ରାଜା ଦାଉଦଙ୍କ ପରିବାର ବର୍ଗ“ ବୋଲି ଅନୁବାଦ କରାଯାଇପାରେ I
|
||
* କାରଣ ଯୀଶୁ ଦାଉଦଙ୍କ ବଂଶଧର ଥିଲେ ତେଣୁ ସେ ଦାଉଦଙ୍କର ଗୃହର ଅଂଶ ଥିଲେ I
|
||
* ବେଳେବେଳେ “ଦାଉଦଙ୍କ ଗୃହ“ କିମ୍ବା “ଦାଉଦଙ୍କ ସପରିବାର“ ଦାଉଦ ପରିବାରରେ ଯିଏ ଜୀବିତ ଥିଲେ ଏହା ସେହିସମସ୍ତଙ୍କୁ ବୁଝାଏ I
|
||
* ଅନ୍ୟ ସମୟରେ ଏହି ଶବ୍ଦ ସାଧାରଣ ଭାବେ ସମସ୍ତ ବଂଶଧରମାନଙ୍କୁ ବୁଝାଏ ଏପରିକି ଯେଉଁମାନେ ପୂର୍ବରୁ ମରିଯାଇଥିଲେ I
|
||
|
||
(<u>ନାମଗୁଡ଼ିକୁ କିପରି ଅନୁବାଦ କରିବେ:</u> ଅନୁବାଦ ପ୍ରସ୍ତାବଗୁଡ଼ିକ)
|
||
|
||
([ଦାଉଦ](../names/david.md), [ବଂଶଧର](../other/descendant.md), [ଗୃହ](../other/house.md), [ଯୀଶୁ](../kt/jesus.md), [ରାଜା](../other/king.md): ଦେଖନ୍ତୁ)
|
||
|
||
## ବାଇବେଲ ପଦପର୍ବ:
|
||
|
||
* [2 ବଂଶାବଳୀ 10: 19](rc://*/tn/help/2ch/10/17)
|
||
* [2 ଶାମୁୟେଲ 3:6](rc://*/tn/help/2sa/03/06)
|
||
* [ଲୂକ 1:69-71](rc://*/tn/help/luk/01/69)
|
||
* [ଗୀତସଂହିତା 122:5](rc://*/tn/help/psa/122/004)
|
||
* [ଯିଖରୀୟ 12:7](rc://*/tn/help/zec/12/07)
|
||
|
||
## ଶବ୍ଦବିନ୍ୟାସ:
|
||
|
||
* Strong’s: H1004, H1732, G11380, G36240
|